Breaking News

ଭୋ ଭୋ ହୋଇ କା-ନ୍ଦି-ଲେ କୂଆଁରୀ ବୋହୂ ସୁଟିଙ୍ଗ ଶେଷ ଦିନରେ କଳାକାର ମାନେ, ଦେଖିଲେ ଆପଣଙ୍କ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏ ଦୁନିଆ ରେ ଯେ କୌଣସି ଜିନିଷ ଆରମ୍ଭ ହୋଇଥିଲେ ମଧ୍ୟ ତାହାର ସେସ ନିଶ୍ଚୟ ଥାଏ , ହଁ ବନ୍ଧୁ ଯେମିତି ମଣିଷ ଜିବନ ରେ ଯେମିତି ସୁଖ ଅଛି ଦୁଃ-ଖ ବି ମଧ୍ୟ ଅଛି । ତେବେ ଠିକ ସେହିଭଳି ଓଡିଆ ଧାରାବାହିକ ଗୁଡିକ ମଧ୍ୟ ସେହିଭଳି , ହଁ ବନ୍ଧୁ ଯେଉଁ ଧାରାବାହିକ ଆରମ୍ଭ ହୋଇଛି ମାନେ ତାର ଶେଷ ନିଶ୍ଚିନ୍ତ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଓଡିଆ ଧାରାବାହିକ ବେସ ଲୋକ ପ୍ରିୟ ହୋଇପାରିଛି ଓ ଓଡିଶା ର ପ୍ରତ୍ୟେକ ଘର ର ସଦସ୍ୟ ମାନେ ସନ୍ଧ୍ୟା ହୋଇଗଲା ମାତ୍ର କେ ଟିଭି ନିକଟ ରେ ବସିଥାନ୍ତି ନିଜ ନିଜ ଲୋକ ପ୍ରିୟ ଧାରାବାହିକ ଦେଖିବା ପାଇଁ । ତେବେ ବନ୍ଧୁଗଣ ଏହି ଧାରାବାହିକ ଗୁଡିକ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥାଏ , କିନ୍ତୁ ଏହି ଧାରାବାହିକ ଗୁଡିକ ଦିନେ ନା ଦିନେ ତାଙ୍କ ପ୍ରଶଂସକ ବହୁତ ଦୁଃ-ଖ ଦେଇଥାଏ ଓ ତାହା ହେଉଛି ଧାରାବାହିକ ଶେଷ ହୋଇଯିବା ।

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଯେମିତି ଆପଣ ଙ୍କ ପ୍ରିୟ ଧାରାବାହିକ କୁଆଁରୀ ବୋହୁ ଧାରାବାହିକ ଟି ଶେଷ ହୋଇଯାଇଛି ଓ ଯାହା ଫଳ ରେ କି ଏହି ଧାରାବାହିକ ର ପ୍ରଶଂସକ ମାନେ ବହୁତ ମନ ଦୁଃ-ଖ କରିଛନ୍ତି । ତେବେ ଏହି ଧାରାବାହିକ ବଦଳ ରେ ପ୍ରସାରିତ ହେବା କୁ ଯାଉଛି ବନ୍ଧନ ଏ ଜନ୍ମ ଜନ୍ମ ର ତେବେ ଏହି ଧାରାବାହିକ ରେ ଆପଣ ମାନେ ସାତ୍ତ୍ଵିକ ବା ଜଗଜିତ ପଲ ଦେଖିବାକୁ ପାଇବେ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ଟି ସରି ଯାଇଛି ଓ ଅଭିନେତା ଓ ଅଭିନେତ୍ରୀ ମଧ୍ୟ କାନ୍ଦୁଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *