Breaking News

ଦୀର୍ଘ ୧୮ ବର୍ଷ ପରେ ଫୁଣି ଥରେ ଅଭିନୟ ଦୁନିଆକୁ ଫେରିଲେ ଓଡିଆ ଆଲବମ ଅଭିନେତ୍ରୀ ମୋନାଲିସା କାନୁନଗୋ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଦୀର୍ଘ ୧୮ ବର୍ଷ ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା କୁ ଯାଉଛନ୍ତି ଆମ ଓଡିଆ ଆଲବମ ର ଅଭିନେତ୍ରୀ ମୋନାଲିସା କାନୁନଗୋ , ହଁ ବନ୍ଧୁ ଆଗାମୀ ଦିନ ମାନ ଙ୍କ ଭିତରେ ମୋନାଲିସା ଓ ଦେବାଶିଷ ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ବର୍ତ୍ତମାନ ସମୟ ରେ ଏହା ଶୁଟିଙ୍ଗ ସେଟ ବେସ ଜୋରସୋର ରେ ଚାଲିଛି ।

ତେବେ ବନ୍ଧୁଗଣ ଏହି ଚଳଚିତ୍ର ରେ ଆପଣ ମାନେ ଦେବାଶିଷ ଓ ମୋନାଲିସା ଙ୍କୁ ଦେଖିବା ସହିତ ଲିପ୍ସା ମିଶ୍ର ଙ୍କୁ ଦେଖିବାକୁ ପାଇବେ , ତେବେ ଏହି ଚଳଚିତ୍ର ରେ ଆପଣ ମାନେ ବହୁ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ମଧ୍ୟ ଦେଖିବାକୁ ପାଇବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଦେବାଶିଷ ଓ ମୋନାଲିସା ପରସ୍ପର କୁ ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ କରିଛନ୍ତି । ତେବେ ବିବାହ ପରେ ମୋନାଲିସା ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରେ ଦୂରେଇ ଯାଇଥିଲେ ।

ତେବେ ବର୍ତ୍ତମାନ ସମୟ ରେ ମୋନାଲିସା ଙ୍କ ଏକ ପୁଅ ଓ ଝିଅ ଅଛି , ତେବେ ସେମାନ ଙ୍କ ଯତ୍ନ ବହୁତ ବ୍ୟସ୍ତ ରହୁଥିଲେ ମୋନାଲିସା ଓ ବର୍ତ୍ତମାନ ସମୟ ରେ ତାଙ୍କ ପିଲା ମାନେ ବଡ ହୋଇ ଯାଇଛନ୍ତି ଓ ଏଥିପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବାକୁ ଯାଉଛନ୍ତି ମୋନଳୀଶା ତାହା ପୁଣି ନିଜ ସ୍ଵାମୀ ଙ୍କ ସହିତ ନଜର ଆସିବେ , ତାହେଲେ ଆପଣ ମାନେ ଖୁବ ଶୀଘ୍ର ଏକ ଚଳଚିତ୍ର ରେ ଏହି ଦୁଇ ଯୋଡି ଙ୍କୁ ଦେଖିବାକୁ ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପୋଷ୍ଟ ଅଫିସର ଏହି ଦମଦାର ସ୍କିମରେ ୧୫୦ ଟଙ୍କା ଆପଣଙ୍କୁ କରି ଦେବ ଲକ୍ଷପତି, କେମିତି କଣ କରିବେ ଜାଣନ୍ତୁ

ଦର୍ଶକ ବନ୍ଧୁ ମାତ୍ର 150 ଟଙ୍କା ରଖନ୍ତୁ ମିଳିବ 15 ଲକ୍ଷ , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ …

Leave a Reply

Your email address will not be published. Required fields are marked *