Breaking News

ଅଭିନେତ୍ରୀ ଜିନା (Zeena Samal) ତାଙ୍କ ଜନ୍ମ ଦିନକୁ ନିଜ ସ୍ଵାମୀଙ୍କ ସହ ଶାଶୂଘରେ କେମିତି ପାଳନ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଜିନା ଙ୍କ କିଛି ଫଟୋ ସୋସିଆଲ ମିଡିଆ ରେ ବେସ ଭାଇଆଲ ହେବା ରେ ଲାଗିଛି , ତେବେ ଆଜି ଆମେ ଏହି ଫଟୋ ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ସୋସିଆଲ ମିଡିଆ ରେ କିଛି ନା କିଛି କାରଣ ରୁ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ବର୍ତ୍ତମାନ ସମୟ ରେ ଜିନା ନିଜ ର କିଛି ଫଟୋ କୁ ନେଇ ବେସ ଭାଇରାଲ ହେବା ରେ ଲାଗିଛି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଜିନା ସାମଲ ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ଜିନା ତାଙ୍କ ତାଙ୍କ କ୍ୟାରିଆର ଆଲବମ ଜଗତ ରୁ ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ସମୟ ରେ ସେ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରି ଥିଲେ । ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେଶ ପସନ୍ଦ ଆସିବା ସହିତ ଘରେ ଘରେ ମଧ୍ୟ ଅପା ନାମ ରେ ବେଶ ପରିଚିତ , ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ତାଙ୍କର ଅପା ଧାରାବାହିକ ଟି ଦେଖିଥିବେ ଓ ଏହି ଧାରାବାହିକ ରେ ସେ ବେଶ ଲୋକ ପ୍ରିୟତା ହାସଲ କରି ପାରିଥିଲେ ।

ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସେ ଏକ ରିଆଲିଟି ଶୋ ରୁ ତାଙ୍କ ଜୀବନ ସାଥି ଙ୍କୁ ପାଇଥିଲେ ଓ ଏହି ରିଆଲିଟି ଶୋ ର ନାମ ଥିଲା ଜିନା ର ଜୀବନ ସାଥି ଓ ଏହି ଶୋ ରେ ବିଜେତା ହୋଇଥିଲେ ରୁଦ୍ର । ତେବେ ବର୍ତ୍ତମାନ ସମୟ ରେ ଜିନା ତାଙ୍କ ଶାଶୁଘରେ ବେସ ଖୁସି ରେ ଅଛନ୍ତି , ତେବେ ଗତକାଳି ଜିନା ଙ୍କ ଜନ୍ମ ଦିନ ଟି ସରି ଯାଇଛି ଓ ଏହି ଜନ୍ମ ଦିନ ଉପଲକ୍ଷେ ତାଙ୍କ ପରିବାର ଲୋକ ବେସ ଧୁମଧାମ ରେ ଜନ୍ମ ଦିନ ଟି ପାଳନ କରୁଥିବାର ର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *