Breaking News

ହିରୋ ବାବୁଶାନ (Babushan Mohanty) ଙ୍କୁ କାହିଁକି ବାନ୍ଧିନେଲା ପୋଲିସ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ରେ ରେ ବହୁ ମିଛ ଓ ସତ ଖବର ବେସ ଦେଖିବାକୁ ମିଳିଥାଏ ଓ ପ୍ରାୟ ବହୁ କମ ଭିଡିଓ ମିଛ ହୋଇଥିଲେ ମଧ୍ୟ ତାହା ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଥାଏ , ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ର , ହଁ ବନ୍ଧୁ ଏହି ଲୋକ ପ୍ରିୟ ଅଭିନତା ଙ୍କ ଏହି ଭାଇରାଲ ଭିଡିଓ ରେ ପୋଲିସ ତାଙ୍କୁ ଆରେଷ୍ଟ କରି ଜେଲ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତା ଜଣକ କିଏ ,

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି , ତାହେଲେ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ରେ ଦେଖିଥିବେ । ତେବେ ବାବୁଷାନ ହେଉଛନ୍ତି ଏମିତି ଏକ ଅଭିନେତା ଯିଏ କି ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସିଥିଲେ ମଧ୍ୟ ନିଜ ଅଭିନୟ ଢଙ୍ଗ ରେ ହାସ୍ୟ ଅଭିନେତା ଙ୍କ ଭଳି ଅଭିନୟ ଦେଖାଇ ଦର୍ଶକ ମାନ ଙ୍କୁ ବେସ ହସାଇଥାନ୍ତି ।

ବାବୁଷାନ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ହିରୋଇନ ଙ୍କ ସହିତ ଅଭିନୟ କରି ସାରିଲେଣି । ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କର ଅଭିନୟ ,ନାଚ ଓ ଗୀତ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଏକ ଭିଡିଓ ଓ ଏହି ଭିଡିଓ ରେ ବାବୁସାନ ଙ୍କୁ ପୋଲିସ ଆ-ରେ-ଷ୍ଟ କରି ନେଇଥିବାର ଦେଖିବାକୁ ମିଳିଛି , ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି ରିଲ ଲାଇଫ ର ରିଅଲ ରେ ନୁହେଁ । ହଁ ବନ୍ଧୁ ଆଗାମୀ ଦିନ ମାନ ଙ୍କ ଭିତରେ ବାବୁଷାନ ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ବର୍ତ୍ତମାନ ସମୟ ରେ ଭାଇରାଲ ହେଉଥିବା ଭିଡିଓ ଟି ହେଉଛି ସେହି ଚଳଚିତ୍ର ଶୁଟିଙ୍ଗ ସେଟ ର ଭିଡିଓ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *