Breaking News

ଦେଖନ୍ତୁ Viral ଭିଡିଓ – କିପରି କୁକୁର ମାନେ ତାଙ୍କ ମାଲିକ ପାଇଁ କାଠ ବୋହୁଛନ୍ତି, ଦେଖିଲେ ସାବାସୀ ନଦେଇ ରହି ପାରିବେନି

ଦର୍ଶକ ବନ୍ଧୁ ଏ ଦୁନିଆ ରେ ସବୁଠାରୁ ବୁଦ୍ଧିମାନ ଜୀବ ହେଉଛି ମଣିଷ , ତେବେ ଏହି ମଣିଷ ମାନେ କାହିଁ କେବେ ଠାରୁ ପଶୁ ମାନକ ଙ୍କୁ ନିଜ ଘରେ ରଖି ବିଭିନ୍ନ କାର୍ଯ୍ୟ ରେ ଲଗାଇ ଥାନ୍ତି । ହଁ ବନ୍ଧୁ ଏହି କଥା କହିବା ର କାରଣ ହେଉଛି ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ଯାହା ଆପଣ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ 4 ଟି କୁକୁର ଅତି ଶୃଙ୍ଖଳା ର ସହିତ କାଠ ବୁହାଉ ଛନ୍ତି ନିଜ ମାଲିକ ସହିତ , ତେବେ କୁକୁର ଙ୍କ ପିଠି ରେ ଏକ ଅଖା ପଡିଛି କୁକୁର ଙ୍କ ଦୁଇ ପାର୍ଶ୍ଵ ରେ ଦୁଇ ଟି ଲେଖାଏ ଛୋଟ ଛୋଟ କାଠ ବିଡା ବନ୍ଧା ହୋଇଛି ଓ ମାଲିକ ମାନ ଙ୍କ ପଛ ରେ ଆସୁଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଏହା ହେଉଛି ଏକ ଆଶ୍ଚର୍ଯ୍ୟ ର କଥା କାରଣ ଆଧୁନିକ ଯୁଗ ରେ ମଣିଷ ମାନେ ନିଜ ମଟର ସାଇକେଲ ବା ବିଭିନ୍ନ ଯାନ ବାହନ ରେ ନିଜ କାର୍ଯ୍ୟ କୁ ସଫଳ କରୁଥିବା ସମୟ ରେ ଏହି ଭିଡିଓ ଟି ଦେଖିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ , ତାହେଲେ ବର୍ତ୍ତମାନ ସମୟ ରେ ଆଧୁନିକ ଯୁଗ ହୋଇଥିଲେ କିଛି ମଣିଷ ନିଜ କାର୍ଯ୍ୟ ପାଇଁ ପଶୁ ମାନ ଙ୍କ ବ୍ୟବହାର କରୁଛନ୍ତି ।

ତେବେ ବନ୍ଧୁଗଣ ଏହି କୁକୁର କାଠ ନିଜ ମାଲିକ ଙ୍କ ସହିତ ବୁହାଉ ଥିବା ସମୟ ରେ କିଛି ମହିଳା ମାନେ ନିଜ ମୋବାଇଲ ରେ ଏହା ରେକରଡିଙ୍ଗ କରି ମଜାକ କରିବା ସହିତ କ-ଟା-କ୍ଷ ମଧ୍ୟ କରିଛନ୍ତି । ତେବେ ସେ ଯାହା ହେଉନ କାହିଁକି ସତ ରେ କୁକୁର ମାନେ ବହୁତ ବିଶ୍ଵସ୍ତ ଅଟନ୍ତି ଓ ତେବେ 4 ଟି କୁକୁର ମଧ୍ୟ ହୃଷ୍ଟପୃଷ୍ଟ ଅଛନ୍ତି ଓ ମାଲିକ ମଧ୍ୟ ସେମାନ ଙ୍କ ଯତ୍ନ ନେଉଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣଙ୍କ ପାଖରେ ଅଛି କି ଏପରି ପୁରୁଣା ଏକ ଟଙ୍କିଆ ତେବେ ଶୀଘ୍ର ଦେଖନ୍ତୁ …

ବନ୍ଧୁଗଣ ଯେଉଁ ମାନେ ପୁରୁଣା ଅନେକ ଦିନ ଧରି ସଂଗ୍ରହ କରି ଆସୁଛନ୍ତି ସେମାନଙ୍କ ପାଇଁ ବର୍ତମାନ ଖୁସି ଖବର …

Leave a Reply

Your email address will not be published.