Breaking News

ଚର୍ଚ୍ଚାରେ ହିରୋଇନ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଦୃଷ୍ଟିହୀନ ପିଲାଟି ପାଇଁ କଲେ ଏମିତି କଲେ କାମ, ଆପଣ ଦେଖିଲେ କହିବେ ସାବାସ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ବର୍ଷା ପ୍ରିୟଦର୍ଶିନୀ ବହୁ ଲୋକ ଙ୍କୁ ଯାଇ ସାହାର୍ଯ୍ୟ କରିଛନ୍ତି , ହଁ ବନ୍ଧୁ ସମାଜ ସେବା କରିବା ଦ୍ବାରା ମାନଶିକ ଶାନ୍ତି ପାଉଛନ୍ତି ବର୍ଷା । ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ , ବର୍ଷା ବର୍ତ୍ତମାନ ସମୟ ରେ ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବର୍ଷା ଙ୍କ ର ଆଉ ଏକ କାର୍ଯ୍ୟ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କରୋନା ର ଲକ ଡାଉନ ସମୟ ରେ ସମସ୍ତେ ନିଜ ନିଜ ଜୀବିକା ହରାଇ ବସିଥିଲେ ଓ ଅସୁବିଧା ରେ ମଧ୍ୟ ଥିଲେ । ତେବେ ସେହି ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ବର୍ଷା ଆଗେଇ ଆସିଥିଲେ ଓ ସାହାର୍ଯ୍ୟ ମଧ୍ୟ କରିଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ଷା ଅନୁଭବ ଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ର କିଛି ଦିନ ନିଜ ନିଜ ଭିତରେ କିଛି ବିବାଦ ହବା ରୁ ଅଲଗା ହୋଇଯାଇଛନ୍ତି । ହଁ ବନ୍ଧୁ ସବୁଠୁ ବଡ କଥା ହେଲା ଯେ ଏହି ବିବାଦ ଟି କୋର୍ଟ ପର୍ଯ୍ୟନ୍ତ ଯାଇଛି କିନ୍ତୁ ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ ।


ତେବେ ବନ୍ଧୁଗଣ କାରୋନା ସରି ଯାଇଥିଲେ ମଧ୍ୟ ବର୍ଷା ଙ୍କ ସାମାଜିକ କାମ ଜାରି ରଖିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ବର୍ଷା ଏକ ବଡ କାର୍ଯ୍ୟ କରି ପ୍ରଶଂସୀୟ ପାତ୍ର ହୋଇଛନ୍ତି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ବର୍ଷା ଏକ ଦୃଷ୍ଟିହୀନ କୁନି ବାଳକ ର ଚିକତ୍ସା ପାଇଁ କିଛି ଅର୍ଥ ସହଯୋଗ କରିଛନ୍ତି ପରିବାର ଲୋକ ଙ୍କୁ , ତେବେ ବର୍ତ୍ତମାନ ସମୟ ରେ ଏହି ଖବର ଟି ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *