Breaking News

ଅନୁଭବଙ୍କୁ ମିଳିଗଲା କି ତାଙ୍କ ପାର୍ଟନର ! ନିଜ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ (Anubhav) ଓ ଜାଗୃତି (Jagruti)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସିଛି ଆମ ଓଡିଆ ଇଣ୍ଡଷ୍ଟ୍ରି ସୁପର ଷ୍ଟାର ବା କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଙ୍କୁ ନେଇ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ କେନ୍ଦ୍ରପଡା ସାଂସଦ ଜଣେ ଯୁବତୀ ଙ୍କ ସହ ଏକ ଭୋଜନାଳୟ ରେ ଭୋଜନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ବନ୍ଧୁଗଣ ଏହି ଫଟୋ ଟି ସାଂସଦ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତେବେ ଏହି ଯୁବତୀ ଜଣକ କିଏ ଆସନ୍ତୁ ଜାଣିବା ।
ତେବେ ବନ୍ଧୁଗଣ ଏହି ଯୁବତୀ ଜଣକ ହେଉଛନ୍ତି ଅନୁଭବ ଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଯିଏ କି ବର୍ତ୍ତମାନ ସମୟ ରେ ଅନୁଭବ ଙ୍କ ସହ ଡିନର କରି ବେସ ଚର୍ଚ୍ଚା ରେ ଅଛନ୍ତି । ତେବେ ବନ୍ଧୁଗଣ ଏହି ଫଟୋ ଟି କୁ କେବଳ ଅନୁଭବ ନୁହଁନ୍ତି ବରଂ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି । ସବୁଠୁ ବଡ କଥା ହେଲା ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ପ୍ରକୃତି ମିଶ୍ର ଲାଇକ କରିଛନ୍ତି ।

ତେବେ ଏହି ଫଟୋ ଟି କୁ ଅନୁଭବ ଓ ଜାଗୃତି ଙ୍କ ପ୍ରଶଂସକ ଦେଖିବା ପରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ହଁ ବନ୍ଧୁ କିଏ କମେଣ୍ଟ , ରେ ନୂଆ ଭାଉଜ ବୋଲି ଲେଖିଥିବା ସମୟ ରେ ଆଉ କିଛି ପ୍ରଶଂସକ ଲେଖିଛନ୍ତି ବର୍ଷା ଙ୍କ ଜାଗା ଆଉ କେହି ବି ନେଇ ପାରିବେ ନହିଁ ବୋଲି ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ବର୍ତ୍ତମାନ ସମୟ ର ଏହା ହେଉଛି ବଡ ଖବର ଯେ ଅନୁଭବ ଓ ଜାଗୃତି ସମାନ ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *