Breaking News

ଦେଖନ୍ତୁ କିପରି ଆମ ଭାରତୀୟ ବାୟୁସେନାର ଯବାନ ମାନେ ବନ୍ୟା ଜଳରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସବୁ ନଦୀ ଜଳସ୍ତର ବୃଦ୍ଧି ପାଉଛି ଓ ଏହା ବୃଦ୍ଧି ପାଇବା ଦ୍ଵାରା ବହୁ ଲୋକ ନହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତେବେ କେଉଁଠି ଲୋକ ମାନ ଙ୍କ ଘରେ ବନ୍ୟା ଜଳ ପାଣି ପଶି ଯାଉଛି ତ ଆଉ କେଉଁଠି ଚାଷ ଜମି ଜଳମଗ୍ନ ହୋଇ ନଷ୍ଟ ହୋଇ ଯାଉଛି । ତେବେ ଏହା ହେଉଛି ପ୍ରକୃତି ର ତାଣ୍ଡବ , କେତେବେଳେ ପ୍ରକୃତି ତାର ତା-ଣ୍ଡ-ବ ରେ ବନ୍ୟା କରୁଛି ତ କେତେବେଳେ ବାତ୍ୟା ସୃଷ୍ଟି କରୁଛି ।

ତେବେ ଆମେ ମାନେ ଏହି ପ୍ରକୃତି ର ତା-ଣ୍ଡ-ବ କୁ ଦେଖୁଥିଲେ ମଧ୍ୟ ପ୍ରକୃତି ର ଆମେ କିଛି ବି କରି ପାରିବା ନହିଁ , କିନ୍ତୁ ବନ୍ଧୁଗଣ ଗୋଟେ ଜିନିଷ ଅଛି ଯାହାକି ଆମେ କରି ପାରିବା ଓ ଏହି କାର୍ଯ୍ୟ ଟି ହେଉଛି ଲୋକ ମାନ ଙ୍କୁ ସାହାର୍ଯ୍ୟ ଓ ଉଦ୍ଧାର କରିବା ଓ ଏହା ହେଉଛି ସବୁଠୁ ବଡ କାର୍ଯ୍ୟ । ତେବେ ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ଆମର ଯବାନ ମାନେ କେମିତି ନିଜ ଜୀବନ କୁ ବାଜି ଲଗାଇ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଥାନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଦୁଇ ବ୍ୟକ୍ତି ନଦୀ ର ବ୍ୟାରେଜ ରେ ବସି ରହିଛନ୍ତି ଓ ତାଙ୍କ ଚାରିପଟେ ନଦୀ ର ସ୍ରୋତ ବହୁ ପରିମାଣ ରେ ଗ-ର୍ଜ-ନ କରି ବୋହି ଯାଉଛି । ତେବେ ସେଠାରେ ଏହି ଦୁଇ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ପରେ ଆମ ବାୟୁସେନା ର ଯବାନ ମାନେ ଆସି ଏହି ଦୁଇ ଙ୍କୁ ଉଦ୍ଧାର କରୁଛନ୍ତି , ତେବେ ଯବାନ ଙ୍କ ଏହି କାର୍ଯ୍ୟ କୁ ଲୋକ ମାନେ ଦେଖି କରତାଳି ଦେବା ସହ ବଡ ପଟି ରେ ଚିଲଉଛନ୍ତି । ତେବେ ଏହି ଘଟନା ଟି ଦେଖିବାକୁ ମିଳିଛି ଜାମ୍ମୁ ର ତାୱି ନଦୀ ରେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଭିଡିଓ ଟି ହେଊଛି ଦୁଇ ବର୍ଷ ତଳ ର ଭିଡିଓ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣଙ୍କ ପାଖରେ ଅଛି କି ଏପରି ପୁରୁଣା ଏକ ଟଙ୍କିଆ ତେବେ ଶୀଘ୍ର ଦେଖନ୍ତୁ …

ବନ୍ଧୁଗଣ ଯେଉଁ ମାନେ ପୁରୁଣା ଅନେକ ଦିନ ଧରି ସଂଗ୍ରହ କରି ଆସୁଛନ୍ତି ସେମାନଙ୍କ ପାଇଁ ବର୍ତମାନ ଖୁସି ଖବର …

Leave a Reply

Your email address will not be published.