ଦର୍ଶକ ବନ୍ଧୁ କାହାର ଭାଗ୍ୟ କେତେବେଳେ ଖୋଲିବ ତାହା କେବଳ ଭଗବାନ ହିଁ ଜାଣନ୍ତି , ତେବେ ହାତୀ କେବେ କାହା ମୁଣ୍ଡ ରେ ସୁନା କଳସୀ ଢାଳିବ ତାହା କେବଳ ଭଗବାନ ହିଁ ଜାଣନ୍ତି , ତେବେ ବନ୍ଧୁଗଣ ଏହି ଭଳି ଜଣେ ହେଉଛନ୍ତି ରାନୁ ମଣ୍ଡଳ , ହଁ ବନ୍ଧୁ ରାତା ରାତି ଷ୍ଟେସନ ରୁ ଷ୍ଟାର ପାଲଟି ଯାଇଥିଲେ । ତେବେ ଷ୍ଟେସନ ରେ ଭିକ ମାଗି ଚାଲୁଥିବା ରାନୁ ସୁପର ଷ୍ଟାର ହୋଇଯାଇଥିଲେ ।
ତେବେ ଆଜି ଆମେ ଜାଣିବା ଯେ ରାନୁ ମଣ୍ଡଲ ବର୍ତ୍ତମାନ ସମୟ ରେ ରହୁଥିବା ଘରେ ଓ ପୂର୍ବ ରୁ ରହୁଥିବା ଘର ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ରାନୁ ଦିନେ ଓଳିଏ ଖାଇଲେ ଆଉ ଏକ ଓଳି ଉପାସ ରହୁଥିଲେ । ତେବେ ଷ୍ଟେସନ ରେ ସୁ ମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଈ ଭି-କ୍ଷା କରୁଥିଲେ , ତେବେ ତାଙ୍କର ଗୀତ ଜଣେ ଯୁବକ ସୋସିଆଲ ମିଡିଆ ରେ ପୋସ୍ତ କରିଥିଲେ ଓ ଏହା ଭାଇରାଲ ମଧ୍ୟ ହୋଇଥିଲା , ତେବେ ଏହି ଗୀତ ଲୋକ ପ୍ରିୟ ଗାୟକ ହିମେସେସ ଓ ସୁପର ଷ୍ଟାର ସଳମାନ ଖାନ ଦେଖିଥିଲେ ।
ତେବେ ହିମେଶ ରାନୁ ଙ୍କୁ ସୁଯୋଗ ଦେଇଥିଲେ ତାଙ୍କ ଫିଲ୍ମ ରେ ଗୀତ ଗାଇବାକୁ ଓ ସେହି ଗୀତ ଗାଈ ରାନୁ ସଫଳ ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ସମୟ ରେ ରାନୁ ମଣ୍ଡଲ ଯେଉଁ ଘରେ ରହୁଛନ୍ତି ସେହି ଘର ଟି ହେଉଛି 5 ଷ୍ଟାର ହୋଟେଲ ଭଳି ତେବେ ପୂର୍ବ ରୁ ସେ ଏକ କୁଡିଆ ଘରେ ରହୁଥିଲେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ