Breaking News

ଶେଷରେ ସତ ଆସିଲା ସାମ୍ନାକୁ, ଚର୍ଚ୍ଚାରେ ଅନୁଭବ (Anubhav ) ଓ ଜାଗୃତି (Jagruti) ଙ୍କ ସମ୍ପର୍କ… କଣ ସତ ରେ…

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ସୁପର ଷ୍ଟାର ବା କେନ୍ଦ୍ରପଡା ର ସାଂସଦ ଅନୁଭବ ମହାନ୍ତି ବର୍ତ୍ତମାନ ସମୟ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଜଣେ ଯୁବତୀ ଙ୍କ ସହ ଡିନର କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି , ତାହେଲେ ଆସନ୍ତୁ ଜାଣିବା ଏହି ଯୁବତୀ ଜଣକ କିଏ ।


ତେବେ ବନ୍ଧୁଗଣ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ବର୍ତ୍ତମାନ ସମୟ ରେ ରାଜଧାନୀ ଦିଲ୍ଲୀ ରେ ନିଜ ସମୟ ଅତିବାହିତ କରୁଛନ୍ତି । ତେବେ ବେଳେ ନିଜ ରାଜନୈତିକ ସ୍ଥାନ କେନ୍ଦ୍ରପଡା ଓ ନିଜ ବାସଭବନ କଟକ କୁ ଆସି ଥାନ୍ତି । ତାହେଲେ ବନ୍ଧୁଗଣ କିଛି ଦିନ ପୂର୍ବେ ଅନୁଭବ ଏକୁଟିଆ ପଖାଳ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ସମୟ ରେ ଅନୁଭବ ଙ୍କୁ ତାଙ୍କ ଡିନର ପାର୍ଟନର ମିଳି ଯାଇଛନ୍ତି ।

ହଁ ବନ୍ଧୁ ଗତ ଶୁକ୍ରବାର ଦିନ ଅନୁଭବ ମହାନ୍ତି ତାଙ୍କ ଇନଷ୍ଟାଗ୍ରାମ ରେ ଏକ ଷ୍ଟୋରି ପୋଷ୍ଟ କରିଛନ୍ତି ଓ ଏହି ପୋଷ୍ଟ ରେ ଅନୁଭବ ତାଙ୍କ ଘନିଷ୍ଠ ବାନ୍ଧବୀ ଙ୍କ ଏକ ଭୋଜନାଳୟ ରେ ଡିନର କରୁଥିବାର ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ଅନୁଭବ ଙ୍କ ଏହି ବାନ୍ଧବୀ ଜଣକ ହେଉଛନ୍ତି ଜାଗୃତି ଶୁକ୍ଲା । ଏହି ପୋଷ୍ଟ କରିବା ସହିତ ସହିତ ଲେଖିଥିଲେ ଯେ ମୋ ବନ୍ଧୁ ଆପଣ ମାନ ଙ୍କ ଭଳି ଆତ୍ମନିର୍ଭରଶୀଳ ଓ ସେ ସସକ୍ତ ମହିଳା ଙ୍କୁ ଭେଟି ସର୍ବଦା ସୁନ୍ଦର ଲାଗେ ଆଗକୁ ବଢିଚାଲ ଓ ସଭା ଶେଷ ରେ ଥମସପ ର ଏକ ଏମୋଜି ଦେଇଥିଲେ ।

ତେବେ ଏହି ଫଟୋ ରେ ଅନୁଭବ ତାଙ୍କ ହାତ ରେ ଏକ ରୁଦ୍ରାକ୍ଷ ଓ ଏକ ସଂକଲ୍ପ ଡୋରୀ ବାନ୍ଧିଛନ୍ତି , ତେବେ ଜାଗୃତି କଣ୍ଟା ଚାମଚ ରେ ଖାଉଥିବ ସମୟ ରେ ଅନୁଭବ ନିଜ ହାତ ରେ ଖାଉଛନ୍ତି , ସବୁଠୁ ବଡ କଥା ହେଲା ଯେ ସେହି ଫଟୋ କୁ ଜାଗୃତି ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *