Breaking News

ଲୋକପ୍ରିୟ ଓଡିଆ ସିଙ୍ଗର ଅନ୍ତରା ଚକ୍ରବର୍ତ୍ତୀ (Antara Chakraborty) ନିଜ ଜନ୍ମ ଦିନକୁ କେମିତି ପାଳନ କରିଲେ – ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମର ଏହି ପେଜ ରେ ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡି ର ଗାୟିକା ଙ୍କ ବିଷୟ ରେ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଗାୟିକା ଅଛନ୍ତି ଓ ଏହି ଗାୟିକା ମାନେ ତାଙ୍କ ଜବରଦସ୍ତ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଆଜି ସେହି ଗାୟିକା ମାନ ଙ୍କ ମଧ୍ୟ ରୁ ଜଣେ ଗାୟିକା ଙ୍କ ବିଷୟ ରେ ଜାଣିବା ,


ତେବେ ବନ୍ଧୁଗଣ ଏହି ଗାୟିକା ଜଙ୍କ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ , ଆପଣ ମାନେ ଅନ୍ତରା ଙ୍କ ସୁ ମଧୁର କଣ୍ଠ ରୁ ବହୁସାରା ଗୀତ ଶୁଣିଥିବେ ତାହେଲେ ଆଜି ଆମେ ଅନ୍ତରା ଙ୍କ ବିଷୟ ରେ ଜାଣିବା । ଅନ୍ତରା 1993 ମସିହା ଅକ୍ଟୋବର 7 ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ଜନ୍ମ ସ୍ଥାନ ହେଉଛି କଟକ ରେ , ତେବେ ଅନ୍ତରା ଙ୍କ ପିତା ଙ୍କ ନାମ ହେଉଛି ମୋହିତ ଚକ୍ରବର୍ତ୍ତୀ ଓ ମା ହେଉଛନ୍ତି ଅରୁନ୍ଧତୀ ଚକ୍ରବର୍ତ୍ତୀ । ତେବେ ବାପା ମା ଉଭୟ କବି,ଓ ଗୀତିକାର ।


ତେବେ ଅନ୍ତରା ପ୍ରଥମେ ମଉଡ ମଣି ରେ ଶିଶୁ କଳାକାର ଭାବେ ଗୀତ ଗାଇଥିଲେ ଓ ସେ 9 ମ ଶ୍ରେଣୀ ରୁ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ସେ 2 ଥର ରାଜ୍ୟ ଚଳଚିତ୍ର ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି । ତେବେ ଅନ୍ତରା ଏମଏ କରିଛନ୍ତି ରେଭେନ୍ସା କଲେଜ ରେ । ତେବେ ସେ ବହୁସାରା ଭଜନ ଓ ଚଳଚିତ୍ର ରେ ଗୀତ ଗଇଛନ୍ତି । ଓଡିଆ ଗୀତ ଗାଇବା ସହିତ ସେ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି , ତେବେ ବନ୍ଧୁଗଣ ଗତ ଦୁଇ ଦିନ ତଳେ ତାଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ପାଳନ କରୁଥିବାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *