ଦର୍ଶକ ବନ୍ଧୁ ପୁଣି ଥରେ ମନେ କିଣିଲେ ସବ୍ୟ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆ ସୋସିଆଲ ମିଡିଆ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଆସନ୍ତୁ ଏହି ଭିଡିଓ ବିଷୟ ରେ ଆସନ୍ତୁ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଥମେ ନିଜ ଅଭିନୟ କ୍ଯାରିଅର ଆଲବମ ଜଗତ ରୁ ଆରମ୍ଭ କରିଥିଲେ ।
ତେବେ ପରବର୍ତ୍ତୀ ସମୟ ରେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ଲୋକ ମାନ ଙ୍କୁ ବେସ ମନୋରଞ୍ଜନ କରାଇବା ସହିତ ସବ୍ୟସାଚୀ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଛନ୍ତି ଓ ଏହାର କାରଣ ହେଲା ସେ ବର୍ତ୍ତମାନ ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ବହୁ ଲୋକ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇଥିଲେ ।
ତେବେ ବର୍ତ୍ତମାନ ସମୟ ରେ କରୋନା କମିଯାଇଥିଲେ ମଧ୍ୟ ସେ ତାଙ୍କ ସାହାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ,ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସବ୍ୟସଚି ଙ୍କ ଜନ୍ମ ଦିନ ଟି ସାରି ଯାଇଛି ଓ ଏହି ଜନ୍ମ ଦିନ ଅବସର ରେ ସବ୍ୟସଚି ତାଙ୍କ ପରିବାର ସହିତ ନିଜଜନ୍ମ ଦିନ ଟି ପାଳନ କରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ଏହି ଭିଡିଓ ରେ ସବ୍ୟ ତାଙ୍କ ପ୍ରଶଂସକ ମାନ ଙ୍କ ସହିତ ନିଜ ଜନ୍ମ ଦିନ ଟି ପାଳନ କରିବା ସହିତ ସେମାନ ଙ୍କୁ କେକ ଖୁଆ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ପ୍ରଶଂସକ ମାନେ ମଧ୍ୟ ସବ୍ୟ ଙ୍କୁ ଏକ ଭଲ ଉପହାର ମଧ୍ୟ ଦେଇଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ