Breaking News

ଓଡିଶାର କମେଡି କିଙ୍ଗ ପପୁ ପମ ପମ (Papu Pom Pom) ଙ୍କ ପୁଅ ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଦେବେ କି ?

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ହାସ୍ୟ ଅଭିନେତା ଅଛନ୍ତି , ତେବେ ଏହି ହାସ୍ୟ ଅଭିନେତା ମାନେ ତାଙ୍କ ଜବରଦସ୍ତ କମିଡି ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ଆଜି ଆମେ ସେହି ହାସ୍ୟ ଅଭିନେତା ମଧ୍ୟ ରୁ ଜଣେ ହାସ୍ୟ ଅଭିନେତା ଙ୍କ ବିଷୟ ରେ ଜାଣିବା । ହଁ ବନ୍ଧୁ ଏହି ହାସ୍ୟ ଅଭିନେତା ଜଣକ ବହୁ ଚଳଚିତ୍ର ରେ ଜବରଦସ୍ତ କମିଡି କରିବା ସହିତ କିଛି ଚଳଚିତ୍ର ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଛନ୍ତି ।


ତେବେ ଏହି ହାସ୍ୟ ଅଭିନେତା ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ନମ୍ବର ହାସ୍ୟ ଅଭିନେତା ପପୁ ପମ ପମ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଅଭିନେତା ଙ୍କ ର ଜବରସ୍ତ କମିଡି ଦେଖିଥିବେ , ସେ ତାଙ୍କ ଅଭିନୟ ମାଧ୍ୟମ ରେ ଲୋକ ମାନ ଙ୍କୁ ହସାଇ ସେମାନ ଙ୍କ ପେଟକଣ କରାଇ ଦେଇଥାନ୍ତି , ତେବେ ସେ ବହୁ ରିଲାଇଟି ସୋ ରେ ନିଜ ଜବରଦସ୍ତ କମିଡି ଦେଖାଇ ବହୁ ଚ୍ୟାନେଲ କୁ ଲୋକ ପ୍ରିୟ କରାଇଛନ୍ତି ପାପୁ ପମ ପମ ।


ତେବେ ଆଜି ଆମେ ପପୁ ଙ୍କ ପରିବାର ବିଷୟ ରେ ଜାଣିବା , ପପୁ ଙ୍କ ପରିବାର ରେ ପତ୍ନୀ,ପୁଅ,ଝିଅ ଅଛନ୍ତି । ତେବେ ଆପଣ ମାନେ ନିଶ୍ଚୟ ଆମର ଏହି ପେଜ ରେ ପପୁ ଙ୍କ ପୁଅ ଦେଖୁଥିବେ ଓ ସେ ପପୁ ଙ୍କ ଭଳି ଅବିକଳ ଦେଖା ଯାଉଛନ୍ତି । ତେବେ ପୂର୍ବ ରୁ ଆପଣ ମାନେ ପପୁ ଙ୍କ ଝିଅ କୁ ନିଶ୍ଚୟ ଦେଖିଥିବେ ପାଉ ଙ୍କ ସହିତ ବହୁତ ସର୍ଟ ଭିଡିଓ କରିଥିବାର ।

ତେବେ ବର୍ତ୍ତମାନ ସମୟ ରେ ବେସ ଚର୍ଚା ର ବିଷୟ ପାଲଟିଛି ଯେ ପପୁ ଙ୍କ ପୁଅ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବାକୁ ଯାଉଛନ୍ତି , ତେବେ ଏ ନେଇ ପପୁ ପମ ପମ କିଛି ପ୍ରତିକ୍ରିୟା ରଖି ନାହାଁନ୍ତି ଯେ ତାଙ୍କ ପୁଅ କେବେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବେ ବୋଲି । ତାହେଲେ ବନ୍ଧୁଗଣ ଆପଣ ମାନେ ଆମର ଏହି ପେଜ ରେ ପପୁ ଙ୍କ ପରିବାର ଲୋକ ଙ୍କୁ ନିଶ୍ଚୟ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *