ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ସ୍ଵର୍ଗତ ପ୍ରଦୀପ ମହାରଥୀ ଙ୍କୁ ଜାଣିଥିବେ , ସେ ଜଣେ ଭଲ ରାଜନେତା , ତେବେ ବନ୍ଧୁଗଣ ପ୍ରଦୀପ ମହାରଥୀ 1955 ମସିହା ଜୁଲାଇ 4 ତାରିଖ ରେ ପିପିଲି ର ଖୋରପଡା ଗାଁ ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ସ୍ଵର୍ଗତ ମହାରଥୀ କଲେଜ ସମୟ ରୁ ରାଜନୀତି ସାମିଲ ହୋଇଥିଲେ । ତେବେ ପରବର୍ତ୍ତୀ ସମୟ 1985 ରେ ପିଲିପି ରେ ପ୍ରଥମ ଥର ପାଇଁ ବିଧାୟକ ଭାବ ରେ ନିର୍ବାଚିତ ହୋଇଥିଲେ ଓ ଲୋକ ମାନ ଙ୍କ ସେବା କରି ଲୋକ ପ୍ରିୟ ବିଧାୟକ ହୋଇଥିଲେ । ତେବେ ସେ 7 ଥର ପିପିଲି ବିଧାନସଭା ରୁ ନିର୍ବାଚିତ ହୋଇଛନ୍ତି ।
ତେବେ ବନ୍ଧୁଗଣ ସ୍ଵର୍ଗତ ପ୍ରଦୀପ ମହାରଥୀ ନିଜ ରାଜ ନୈତିକ ଦଳ ରେ ବହୁ ଭଲ କାର୍ଯ୍ୟ କରି ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଥିଲେ କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପ୍ରଦୀପ ମହାରଥୀ ଆମ ଗହନ ରେ ଆଉ ନାହାଁନ୍ତି । ସେ ସବୁଦିନ ପାଇଁ ଆମ କୁ ଛାଡି ଆର ପାରି କୁ ଚାଲି ଯାଇଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବାପା ଅଧୁରା କାର୍ଯ୍ୟ କୁ ସଫଳ କରିବା ପାଇଁ ପିପିଲି ବାସୀ ମାନେ ପ୍ରଦୀପ ମହାରଥୀ ଙ୍କ ପୁଅ ରୁଦ୍ର ମହାରଥୀ ଙ୍କୁ ବିଧାୟକ ଭାବେ ଭାବେ ବାଛିଛନ୍ତି ।
ତେବେ ବନ୍ଧୁଗଣ ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କ ବିଷୟ ରେ ଆଜି ଆମେ ଏକ ଅଜଣା କଥା ବିଷୟ ରେ ଜାଣିବା । ତାହେଲେ ପ୍ରଦୀପ ମହାରଥୀ ବିଧାୟକ ହେବା ପୂର୍ବ ରୁ ବିବାହ କରିଛନ୍ତି ଓ ତାଙ୍କର ଏକ କୁନି ଝିଅ ମଧ୍ୟ ଅଛି , ତେବେ ରୁଦ୍ର ଙ୍କ ପତ୍ନୀ ଙ୍କ ନାମ ହେଉଛି ଜାଗୃତି ଓ ଜାଗୃତି ହେଉଛନ୍ତି ଜଣେ ଓକିଲ , ତେବେ ବର୍ତ୍ତମାନ ସମୟ ରେ ଉଭୟ ବେସ ଖୁସି ରେ ଅଛନ୍ତି ॥ କିଛି ଦିନ ତଳେ ଦୁହିଁଙ୍କ ବିବାହ ଘର ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଥିଲା । ନିର୍ବାଚନ ସମୟ ଜାଗୃତି ରୁଦ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ନିର୍ବାଚାନ ସମୟରେ ରୁଦ୍ରଙ୍କର ପାଖେ ପାଖେ ଥିଲେ ଓ ଶେଷରେ ରୁଦ୍ର ବିଜୟ ଲାଭ କରିଥିଲେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ