ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୃତ ସୌମ୍ୟ ଙ୍କ ମୃତ୍ୟୁ ପଛ ରେ ବିଦ୍ୟାଭାରତି ଙ୍କ ଅବହେଳା ରହିଛି , ହଁ ବନ୍ଧୁ ସ୍ଵାମୀ ପୋ-ଡି ହୋଇ ଯାଉଥିବା ସମୟ ରେ ବିଦ୍ୟାଭାରତି ଠିଆ ହୋଇ ସବୁ ଦେଖୁଥିଲେ ମଧ୍ୟ ପାଣି ପକାଇ ନଥିଲେ କି କାହାକୁ ଡାକି ମଧ୍ୟ ନଥିଲେ କିନ୍ତୁ କିଛି ଦିନ ପୂର୍ବେ ଗଣ ମାଧ୍ୟମ ନିକଟ ରେ କହୁଥିଲେ ଯେ ସେ ଏହି ବିଷୟ ରେ କିଛି ବି ଜାଣି ନାହାଁନ୍ତି ।
ତେବେ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ଯେ ଏହା ହ-ତ୍ୟା ନୁହେଁ ଏହା ଥିଲା ଦୁ-ର୍ଘ-ଟ-ଣା , ତେବେ ସମସ୍ତ ତଥ୍ୟ କୁ ତଦନ୍ତ କରିବା ପରେ କିଛି ବି ପ୍ରମାଣ ନ ମିଳିବାରୁ ଡ଼ିଏଫଓ ଓ ରୋଷେୟା ଏହି ମାମଲା ରେ ସମ୍ପୃକ୍ତ ନାହାଁନ୍ତି । ତେବେ ବିଦ୍ୟାଭାରତି ଙ୍କୁ ଯେବେ ପଲିଗ୍ରାଫ ଟେଷ୍ଟ ସମୟ ରେ ଡକା ଯାଇଥିଲା ତେବେ ସେ ସେଠାରେ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ । ତେବେ ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ସ୍ଵାମୀ ର ପୋ-ଡି ହେଉହିବା ର ଦୃଶ୍ୟ ଦେଖୁଥିଲେ ଓ ପଡୋଶୀ ଲୋକ ଙ୍କୁ ମଧ୍ୟ ଡାକି ନଥିଲେ ।
ତେବେ ପୂର୍ବ ରୁ ବିଦ୍ୟାଭାରତି ଙ୍କ ହାତ ଲେଖା ରୁ ସ୍ପଷ୍ଟ ଭାବେ ଜଣା ପଡୁ ଥିଲା ଯେ ସୌମ୍ୟ ଙ୍କୁ କେତେ ଘୃ-ଣା କରୁଥିଲେ ଓ ସେଥିପାଇଁ ସେ ସୌମ୍ୟ ପୋ-ଡି ହୋଇ ଯାଉଥିବା ସମୟ ରେ ଦେଖୁଥିଲେ ମଧ୍ୟ କିଛି ବି କରି ନଥିଲେ । ସେଥିପାଇଁ ବିଦ୍ୟାଭାରତି ଙ୍କ ଉପରେ ଆଇପିସି ର ଦୁଇ ଧାରା ଲାଗିଛି ଧାରା ୨୮୫ ଅର୍ଥାତ ନିଆଁ ଲାଗିଥିବା ସମୟ ରେ ଅବହେଳା ପ୍ରଦର୍ଶନ ଓ ୩୦୪(ଏ) ଅର୍ଥାତ ଅବହେଳା ଯୋଗୁ ମୃତ୍ୟୁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ