ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୃତ ସୌମ୍ୟ ଙ୍କ ମୃତ୍ୟୁ ପରେ ପରିବାର ଲୋକ ଡ଼ିଏଫଓ ଓ ବିଦ୍ୟାଭାରତି ଙ୍କ ନାମ ରେ ଅଭିଯୋଗ ହୋଇଥିଲା । ତେବେ ପରିବାର ଲୋକ ଙ୍କ କଥା ଭିତ୍ତି କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ସମୟ ରେ ସାକ୍ଷ୍ୟ ପ୍ରମାଣ, ପଲିଗ୍ରାଫ ଟେଷ୍ଟ , ଏବଂ ସିଡ଼ିଏ ଯାଞ୍ଚ ର ତଦନ୍ତ ପରେ ବର୍ତ୍ତମାନ ସମୟ ରେ ସୂଚନା ଦେଇଛନ୍ତି ଯେ
ଏହି ମାମଲା ରେ ଡ଼ିଏଫଓ ବେହେରା ସମ୍ପୃକ୍ତ ନାହାଁନ୍ତି ଓ ସବୁଠୁ ବଡ କଥା ହେଲା କ୍ରାଇମବ୍ରାଞ୍ଚ ଏଡିଯି କହିଛନ୍ତି ଯେ ଏହା ହ-ତ୍ୟା ନୁହେଁ ଦୁ-ର୍ଘ-ଟ-ଣା , ତେବେ ବିଦ୍ୟାଭାରତି ଙ୍କ ଉପରେ କିଛି ଦଫା ଲାଗିଛି । ହଁ ବନ୍ଧୁ ବିଦ୍ୟାଭାରତି ମୃତ ସୌମ୍ୟ ଙ୍କୁ ବଞ୍ଚାଇ ବାକୁ ଚେଷ୍ଟା କରି ନଥିଲେ ଓ ସେଠାରେ ରହି ସୌମ୍ୟ ଙ୍କ ପୋ-ଡି ହେଉଥିବାର ଦୃଶ୍ୟ ଦେଖୁଥିଲେ ।
ତେବେ ସେଥିପାଇଁ ବିଦ୍ୟାଭାରତି ଙ୍କ ଉପରେ ଆଇପିସି ଧାରା ୨୮୫ ଅର୍ଥାତ ନିଆଁ ଲାଗିଥିବା ସମୟ ରେ ଅବହେଳା ପ୍ରଦର୍ଶନ ଓ ୩୦୪(ଏ) ଅର୍ଥାତ ଅବହେଳା ଯୋଗୁ ମୃ-ତ୍ୟୁ । ତେବେ ବନ୍ଧୁଗଣ ମୃତ ସୌମ୍ୟ ଙ୍କ ମୃତ୍ୟୁ ପରେ ବିଦ୍ୟାଭାରତି ଓ ଡ଼ିଏଫଓ ଙ୍କୁ ଅଙ୍ଗୁଳି ଉଠିଥିଲା କିନ୍ତୁ କ୍ରାଇମବ୍ରାଞ୍ଚ ଡ଼ିଏଫଓ ଙ୍କୁ କ୍ଳିନ ଚିଟ ଦେଇଥିବା ସମୟ ରେ ବିଦ୍ୟାଭାରତି ଙ୍କ ଉପରେ କିଛି ଦଫା ଲଗାଇଛି ଏବେ ଏହି ଦଫା ରେ ଦୁଇ ବର୍ଷ ଜେ-ଲ ଦ-ଣ୍ଡ ହୋଇପାରେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ