Breaking News

ACF ସୌମ୍ୟ ମୃ-ତ୍ୟୁ ରହସ୍ୟ ଉପରୁ ହଟିଲା ପରଦା, ବିଦ୍ୟାଭାରତୀ ଙ୍କ ନାମ ରେ ଦଫା ଲାଗିଲା, ଏବେ ଜେ-ଲ ଯିବେ ବିଦ୍ୟା!

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୃତ ସୌମ୍ୟ ଙ୍କ ମୃତ୍ୟୁ ପରେ ପରିବାର ଲୋକ ଡ଼ିଏଫଓ ଓ ବିଦ୍ୟାଭାରତି ଙ୍କ ନାମ ରେ ଅଭିଯୋଗ ହୋଇଥିଲା । ତେବେ ପରିବାର ଲୋକ ଙ୍କ କଥା ଭିତ୍ତି କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ସମୟ ରେ ସାକ୍ଷ୍ୟ ପ୍ରମାଣ, ପଲିଗ୍ରାଫ ଟେଷ୍ଟ , ଏବଂ ସିଡ଼ିଏ ଯାଞ୍ଚ ର ତଦନ୍ତ ପରେ ବର୍ତ୍ତମାନ ସମୟ ରେ ସୂଚନା ଦେଇଛନ୍ତି ଯେ

ଏହି ମାମଲା ରେ ଡ଼ିଏଫଓ ବେହେରା ସମ୍ପୃକ୍ତ ନାହାଁନ୍ତି ଓ ସବୁଠୁ ବଡ କଥା ହେଲା କ୍ରାଇମବ୍ରାଞ୍ଚ ଏଡିଯି କହିଛନ୍ତି ଯେ ଏହା ହ-ତ୍ୟା ନୁହେଁ ଦୁ-ର୍ଘ-ଟ-ଣା , ତେବେ ବିଦ୍ୟାଭାରତି ଙ୍କ ଉପରେ କିଛି ଦଫା ଲାଗିଛି । ହଁ ବନ୍ଧୁ ବିଦ୍ୟାଭାରତି ମୃତ ସୌମ୍ୟ ଙ୍କୁ ବଞ୍ଚାଇ ବାକୁ ଚେଷ୍ଟା କରି ନଥିଲେ ଓ ସେଠାରେ ରହି ସୌମ୍ୟ ଙ୍କ ପୋ-ଡି ହେଉଥିବାର ଦୃଶ୍ୟ ଦେଖୁଥିଲେ ।


ତେବେ ସେଥିପାଇଁ ବିଦ୍ୟାଭାରତି ଙ୍କ ଉପରେ ଆଇପିସି ଧାରା ୨୮୫ ଅର୍ଥାତ ନିଆଁ ଲାଗିଥିବା ସମୟ ରେ ଅବହେଳା ପ୍ରଦର୍ଶନ ଓ ୩୦୪(ଏ) ଅର୍ଥାତ ଅବହେଳା ଯୋଗୁ ମୃ-ତ୍ୟୁ । ତେବେ ବନ୍ଧୁଗଣ ମୃତ ସୌମ୍ୟ ଙ୍କ ମୃତ୍ୟୁ ପରେ ବିଦ୍ୟାଭାରତି ଓ ଡ଼ିଏଫଓ ଙ୍କୁ ଅଙ୍ଗୁଳି ଉଠିଥିଲା କିନ୍ତୁ କ୍ରାଇମବ୍ରାଞ୍ଚ ଡ଼ିଏଫଓ ଙ୍କୁ କ୍ଳିନ ଚିଟ ଦେଇଥିବା ସମୟ ରେ ବିଦ୍ୟାଭାରତି ଙ୍କ ଉପରେ କିଛି ଦଫା ଲଗାଇଛି ଏବେ ଏହି ଦଫା ରେ ଦୁଇ ବର୍ଷ ଜେ-ଲ ଦ-ଣ୍ଡ ହୋଇପାରେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.