Breaking News

ଅଣଛାତ୍ର କଲେଜ ଭିତରେ ପଶି କଲେଜ ଛା-ତ୍ରୀ ଙ୍କୁ କ-ମେ-ଣ୍ଟ ମାରୁଥିଲେ, ତାପରେ କଲେଜ ଛାତ୍ରମାନେ ଏମିତି ଅବସ୍ଥା କରିଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ମହଙ୍ଗା ପଡିଲା କ-ମେ-ଣ୍ଟ ପାସ , ହଁ ବନ୍ଧୁ ଜଣେ କଲେଜ ଛାତ୍ରୀ ଙ୍କୁ ଜଣେ ଅଣ ଛାତ୍ର କ-ମେ-ଣ୍ଟ ପାସ କରି ଛେ-ଚା ଖାଇଲେ , ଚାରିପଟୁ ଘେରେଇ ହୋଇ ମଝିରେ ବସାଇ ଗୋ-ଇ-ଠା ,ବି-ଧା ,ଚ-ପ-ଡା ମା-ଡ ମାରି ଅଣ ଛାତ୍ର କୁ ବେହାଲ କରିଦେଲେ । ହଁ ବନ୍ଧୁ ଏହି ଭଳି ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି , ତେବେ ଯାହା ସୂଚନା ମିଳିଛି ଏହି ଭିଡିଓ ଟି ହେଉଛି ,


ପୁରୀ ଜିଲ୍ଲା ଗୋପ କଲେଜ ରେ ଏହି ଘଟଣା ଟି ଦେଖିବାକୁ ମିଳିଛି । ହଁ ବନ୍ଧୁ ସେଠାରେ ଦିନ କୁ ଦିନ ଅଣଛାତ୍ର ଙ୍କ ଖ-ରା-ପ ବ୍ୟବହାର ବଢିବ ରେ ଲାଗିଛି । ତେବେ ଗୋପ କଲେଜ ର ଯୁକ୍ତ ଦୁଇ ର ଜଣେ ଛାତ୍ରୀ ଙ୍କୁ ଜଣେ ଯୁବକ ଅଟକାଇ ତାଙ୍କୁ ହ-ଇ-ରା-ଣ କରୁଥିଲେ ଓ ଛାତ୍ରୀ ଙ୍କ ମୁହଁ ଙ୍କୁ ଏ-ସି-ଡ ମା-ରି ଦେବେ ବୋଲି ଧ-ମ-କ ଦେଇଥିଲେ । ତେବେ ଏହା ର ପରବର୍ତ୍ତୀ ସମୟ ରେ କିଛି ଯୁବକ ମାନେ ମିଶି ସେହି କ-ମେ-ଣ୍ଟ ଇ ଏ-ସି-ଡ ଧ-ମ-କ ଦେଇଥିବା ଯୁବକ ଙ୍କୁ କଲେଜ କୁ ଆଣି କଲେଜ ସାମ୍ନା ରେ ନି-ଧୂ-ମ ଛେ-ଚିଥିଲେ ।

ତେବେ ଅଭିଯୁକ୍ତ ଯୁବକ ଜଣକ ପରିସ୍ରା ଯିବା କୁ କହିଥିଲେ ମଧ୍ୟ ଉ-ତ୍ୟ-କ୍ତ ଅନ୍ୟ କିଛି ଯୁବକ ମାନେ ଛାଡି ନଥିଲେ , ତେବେ ବନ୍ଧୁଗଣ ଏହି ଦୃଶ୍ୟ ର କୁ କିଏ ନିଜ ମୋବାଇଲ ରେ ରେକରଡିଙ୍ଗ କରି ଦେଇ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ ଓ ଯାହାକି ବର୍ତ୍ତମାନ ସମୟ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କଲେଜ ଯିବା ପାଇଁ କୁନି ପିଲା ଟି ଦେଖନ୍ତୁ କେମିତି ଜିଦି କରୁଛି, ସେ କଲେଜ ଯିବା ପଛର କାରଣ ଜାଣିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ବର୍ତ୍ତମାନ ସମୟ ରେ ବେସ ଲୋକ ପ୍ରିୟ ହୋଇପାରିଛି ଓ …

Leave a Reply

Your email address will not be published. Required fields are marked *