Breaking News

ସିନେମା ନମିଳିବାରୁ ଏବେ ଏମିତି ଦିନ କାଟୁଛନ୍ତି ଓଡିଆ ହିରୋଇନ ଏଲିନା (Elina Samantray) ! ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଏଲିନା ସାମନ୍ତରାୟ ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିବା ପାଇଁ ଏକ ରିଆଲିଟି ସୋ ରେ ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତେବେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ନିଶ୍ଚୟ ଦେଖିଥିବେ ।


ତେବେ ବର୍ତତମନା ସମୟ ରେ ଏଲିନା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ହିରୋଇନ ଭାବେ ବେସ ପରିଚିତ । ଏଲିନା ତାଙ୍କ ଜବରଦସ୍ତ ଅଭିନୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘରେ ଘରେ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେସ ପରିଚିତ । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଖବର ଭାଇରାଲ ହେବା ରେ ଲାଗିଛି ଏଲିନା ଙ୍କୁ ଏହି କୌଣସି ଚଳଚିତ୍ର ରେ ଅଭିନୟ ନ କରିଥିବାରୁ ଏଲିନା ଗରିବ ଲୋକ ଙ୍କ ଭଳି ଜୀବନ ଜାପନ କରୁଛନ୍ତି ।

ତେବେ ବନ୍ଧୁଗଣ ପ୍ରକୃତ କଥା ହେଉଛି ଏଲିନା ଙ୍କ ଆଗାମୀ ଦିନ ମାନ ଙ୍କ ଭିତରେ ଏଲିନା ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ର ଶୁଟିଙ୍ଗ ସେଟ ବର୍ତ୍ତମାନ ସମୟ ରେ ବେସ ଜୋରସୋର ରେ ଚାଲିଛି । ତେବେ ଚଳଚିତ୍ର ର ନାମ କଣ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରା ଯାଇ ନହିଁ କିନ୍ତୁ ଶୁଟିଙ୍ଗ ସେଟ ର କିଛି ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *