Breaking News

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଅକ୍ଟୋବର ମାସରେ ଓଡିଶାକୁ ଆସିବ ବାତ୍ୟା!

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ଚଳିତ ବର୍ଷ ଦଶହରା ଫିକା ପଡିପାରେ , କାରଣ ଏହି ଅକ୍ଟୋବର ମାସ ରେ ଆସୁଛି ଏକ ବାତ୍ୟା , ତେବେ ଏହା ପୂର୍ବ ରୁ ଓଡିଶା ବସି ମାନେ ଅକ୍ଟୋବର ମାସ ବାତ୍ୟା କୁ ସାମ୍ନା କରିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଦଶହରା ସମୟ ରେ ଏକ ବାତ୍ୟା ଦାନା ବନ୍ଧୁଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆସନ୍ତା 10 ତାରିଖ ରେ ଉତ୍ତର ଆଣ୍ଡାମନ ସାଗର ରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ଏହା ଘନୀଭୂତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦେଇ ଗତି କରିବ , ତେବେ ଏହା 4 ରୁ 5 ଦିନ ପରେ ମାନେ ଅକ୍ଟୋବର 15 ତାରିଖ ରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରା ପ୍ରଦେଶ ଉପକୂଳ ନିକଟ ରେ ହେବା ର ସମ୍ଭାବନା ରହିଛି । ତେବେ ଲଘୁଚାପ ଘନୀଭୂତ ହେବା ପରେ ବାତ୍ୟା ଏଚଡ଼ବଲଇଉବି କି ନହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡି ନହିଁ । ଯଦି ବାତ୍ୟା ହୁଏ ତାହା କେତେ ରହିବ , ଗତିପଥ କଣ ରହିବ ତାହା ପରବର୍ତ୍ତୀ ସମୟ ରେ ସ୍ପଷ୍ଟ ଭାବେ ଜଣା ପଡିଯିବ ।

ତେବେ ଅନ୍ୟ ପଟେ ବାତ୍ୟା କୁ ନେଇ ବିଭିନ୍ନ ମଡେଲ ସଂକେତ ଦେଉଛନ୍ତି , ତେବେ ଆଣ୍ଡାମନ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା କିମ୍ବା ସିଭିୟର ସାଇକ୍ଳୋନ ରୂପ ନେଇପାରେ । ତେବେ ଯଦି ବାତ୍ୟା ହୁଏ ତାହା 15 ତାରିଖ କିମ୍ବା 16 ତାରିଖ ଭିତରେ ସ୍ଥଳ ଭାଗ ଛୁଇଂବା ର ସମ୍ଭାବନା ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Leave a Reply

Your email address will not be published. Required fields are marked *