Breaking News

ଓଡିଆ ହିରୋଇନ ଅର୍ଚ୍ଚିତା (Archita Sahu) ତାଙ୍କ ସ୍ଵାମୀ ସବ୍ୟ (Sabyasachi) ଙ୍କ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସ୍ବର୍ଗତ ହର ପଟ୍ଟନାୟକ କାହିଁକି ସବ୍ୟସାଚୀ ଙ୍କୁ ହିରୋ କରିଥିଲେ । ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସବ୍ୟସାଚୀ ବର୍ତ୍ତମାନ ସମୟ ରେ ରିଲ ହିରୋ ହବା ସହିତ ଜଣେ ରିଅଲ ହିରୋ ବି ମଧ୍ୟ । ତାହେଲେ ବନ୍ଧୁଗଣ ସବ୍ୟସାଚୀ ଫିଲ୍ମ୍ ଦୁନିଆ କୁ ଆସିବା ପୂର୍ବ ରୁ ସେ ଆଲବମ୍ ଜଗତ ରେ ଅଭିନୟ କରୁଥିଲେ କିନ୍ତୁ ୨୦୦୭ ମସିହା ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ସେ ଫିଲ୍ମ୍ ଟି ହଉଛି ପାଗଳ ପ୍ରେମୀ , ତେବେ ଏହି ଫିଲ୍ମ ଟି ରେ ଲୋକ ପ୍ରିୟ ହେବା ପରେ ସେ ବହୁ ଗୁଡିଏ ଫିଲ୍ମ ରେ ଜବରଦସ୍ତ ଅଭିନୟ ଦେଖାଇ ସେ ବେସ ଲୋକ ପ୍ରିୟ ହୋଇପାରିଥିଲେ ।

ସବ୍ୟ ଓଡ଼ିଆ ଫିଲ୍ମ୍ କରିବା ସହିତ କେତେ ଗୁଡିଏ ତେଲୁଗୁ ଫିଲ୍ମ୍ ରେ ଅଭିନୟ କରିଛନ୍ତି , ତେବେ ସାବୟସଚୀ ଅଭିନୟ ଆରମ୍ଭ ହୋଇଥିଲା କିନ୍ତୁ ଆଲବମ ରୁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ବା ଚୁଳୂବୁଲି ନାୟିକା ଭାବେ ପରିଚିତ ଥିବା ଅର୍ଚିତା ଙ୍କୁ ଭଲ ପାଇ ବିବାହ କରିଥିଲେ । ତେବେ ବିବାହ ପୂର୍ବ ରୁ ଓ ବିବାହ ପରେ ମଧ୍ୟ ସେ ତାଙ୍କ ସାମାଜିକ କାମ ଜାରି ରଖିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବା ରେ ଲାଗିଛି , ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ମନ ଙ୍କ ପ୍ରିୟ ଅଭିନେତା ସବ୍ୟ ଙ୍କ ଜନ୍ମ ଦିନ ହୋଇଥିଲା । ତେବେ ଏହି ଜନ୍ମ ଦିନ ଅବସର ରେ ତାଙ୍କର ବହୁ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଶୁଭ କାମନା ଜଣାଇଥିଲେ । ତେବେ ବର୍ତ୍ତମାନ ସମୟ ରେ ସବ୍ୟ ତାଙ୍କ ପତ୍ନୀ ଓ ପରିବାର ଲୋକ ଙ୍କ ସହ ମିଶି ଜବରଦସ୍ତ ଅଭିନୟ କରୁଥିବାର ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *