Breaking News

ସ୍ଵାମୀ ଡ୍ୟାନିଙ୍କ ଜନ୍ମ ଦିନକୁ ଖାସ କରିବା ପାଇଁ ଓଡିଆ ଅଭିନେତ୍ରୀ ଝିଲ୍ଲିକ (Jhilik Bhattacharjee) ଏମିତି କରିଲେ ଦେଖିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ଯେଉଁ ମାନେ କି ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବା ପାଇଁ ନିଜ ରାଜ୍ୟ ଛାଡି ଚାଲି ଆସିଛନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକପ୍ରିୟ ହୋଇ ପାରିଛନ୍ତି ଓ ତେବେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯିଏ କି ଅଭିନୟ କରିବା ପାଇଁ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ , ତେବେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ।

ତେବେ ଏହି ଅଭିନେତ୍ରୀ ଜଣକ ଓଡିଶା କୁ ଅଭିନୟ ପାଇଁ ଆସିଥିଲେ ଓ ସବୁକିଛି ପାଇଥିଲେ ଯେମିତି ଲୋକ ମାନ ଙ୍କ ଭଲ ପାଇବା , ନିଜର ଅଭିନୟ ପାଇଁ ଭଲ ଅର୍ଥ ଉପାର୍ଜନ ଓ ସବୁଠୁ ବଡ କଥା ହେଲା ଯେ ସେ ତାଙ୍କ ଜୀବନ ସାଥି ଙ୍କୁ ମଧ୍ୟ ପାଇଥିଲେ । ତାହେଲେ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ଯ , ଯିଏ କି ଜଣେ ବଙ୍ଗୀୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସମୟ ରେ ଓଡିଆ ବୋହୁ । ତେବେ ଆପଣ ମାନେ ତାଙ୍କୁ ବହୁ ସାରା ଚଳଚିତ୍ର ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।

କାରଣ ସେ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ବା ଡାନୀ ଙ୍କୁ ବିବାହ କରିଥିଲେ , ତେବେ ବିବାହ ପରେ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତେବେ ବର୍ତ୍ତମାନ ସମୟ ରେ କିଛି ଦିନ ତଳେ ଝିଲ୍ଲିକ ଙ୍କ ସ୍ଵାମୀ ଡାନୀ ବା ପ୍ରୀତିରଞ୍ଜନ ଘଡେଇ ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ଅବସର ରେ ଝିଲ୍ଲିକ ତାଙ୍କ ସ୍ଵାମୀ ଙ୍କୁ ଏକ ବଡ ଉପହାର ଦେଇଥିଲେ ଓ ଏହି ଉପହାର ଟି ହେଉଛି ଯେ ଡାନୀ ଙ୍କ ନାମ କୁ ନେଇ ଗୀତ ଡେଡିକେଟ କରିଛନ୍ତି ଯାହାର ନାମ ରହିଛି ଡାନୀ ଭାଇ ଆମର ଜାନ । ତେବେ ଏହି ଗୀତ କୁ ଗାଇଛନ୍ତି ଋତୁରାଜ ମହାନ୍ତି । ତେବେ ଆପଣ ମାନେ ଏହି ଗୀତ ଟି କୁ ନିଶ୍ଚୟ ସୋସିଆଲ ମିଡିଆ ରେ ଦେଖିଥିବେ ଓ ଶୁଣିଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *