Breaking News

ସରକାର ନେଲେ ବଡ ନିଷ୍ପତି! ମ-ଦୁ-ଆ ମାନଙ୍କୁ ଏବେ ଆଉ ମିଳିବ ନାହିଁ ରାସନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଏଣିକି ମ-ଦୁ-ଆ ଲୋକ ଙ୍କୁ ଆଉ ମିଳିବ ନାହିଁ ସରକାର ଙ୍କ ରାସନ , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଯେ ଯେଉଁ ମାନେ ସରକାର ଙ୍କ ଯୋଜନା ରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍ ସୁଲଭ ମୂଲ୍ୟରେ ଚାଉଳ,ଗହମ ଓ କିରାସିନି ପାଉଛନ୍ତି ସେମାନେ ଯଦି ମ-ଦ ପିଉ ଥିବେ ସେମାନ ଙ୍କୁ ଆଉ ରାସନ ମିଳିବ ନାହିଁ । ହଁ। ବନ୍ଧୁ ଦିନ କୁ ଦିନ ମ-ଦୁ-ଆ ଙ୍କ ସଂଖ୍ୟା ବଢୁଥିବାରୁ ଏହି ଭଳି ନିଷ୍ପତ୍ତି ନିଆ ଯାଇଛି ।

ମଦ ପିଇଲେ , ରାସନ ନାହିଁ , ତେବେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ହିମାଚଳ ପ୍ରଦେଶର ହମିରପୂର୍ ଜିଲ୍ଲା ର ଲମ୍ବୁଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ । ପଞ୍ଚାୟତ ରେ ଯେଉଁ ମାନେ ରାସନ ପାଉଛନ୍ତି ସେମାନେ ମ-ଦ ପିଉ ଥିବାର ସୂଚନା ପାଇବା ପରେ ସରପଞ୍ଚ ଏହି ଭଳି ନିଷ୍ପତ୍ତି ନେଇଥିଲେ । ସରପଞ୍ଚ କହିଛନ୍ତି ଯେ ଦିନ ଦିନ କୁ। ମ-ଦୁ-ଆ ଲୋକ ଙ୍କ ସଂଖ୍ୟା ବଢିବା ସହିତ ସେମାନଙ୍କ ଉତ୍ପାତ ମଧ୍ୟ ବଢୁଛି । ମ-ଦୁ-ଆ ମାନ ଙ୍କ ପାଇଁ ବହୁ ଅଘଟଣୀୟ ଘଟଣା ଘଟି ଯାଉଛି ଓ ସେଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ ।


ତେବେ ଏହି ନିଷ୍ପତ୍ତି ଗାଆଁ ଲୋକେ ବୈଠକ ବସିବା ପରେ ସରପଞ୍ଚ ଙ୍କ ର ଏହି ନିଷ୍ପତ୍ତି କୁ ସମସ୍ତେ ସ୍ବାଗତ କରିଥିଲେ । ତେବେ ବନ୍ଧୁଗଣ ଏହି ନିଷ୍ପତ୍ତି ପୂର୍ବ ରୁ ମ-ଦୁ-ଆ ମାନ ଙ୍କୁ ୧୦ ଦିନ ପର୍ଯ୍ୟନ୍ତ ସମୟ ଦିଆ ଯାଇଛି ମ-ଦ ଛାଡ଼ିବା ପାଇଁ ଓ ପରେ ମ-ଦ ପିଉ ନାହାଁନ୍ତି ଓ ଆଉ ପିଇବେ ନାହିଁ ବୋଲି ଶପଥ ନେବେ । ତେବେ ସରପଞ୍ଚ ଙ୍କ ଏହି ନିଷ୍ପତ୍ତି ବର୍ତ୍ତମାନ୍ ସମୟ ରେ ଦେଶ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *