Breaking News

ସବ୍ୟସାଚୀଙ୍କ (Sabyasachi) ଜନ୍ମଦିନ ରେ ଏମିତି ସରପ୍ରାଇଜ ଗିପ୍ଟ ଦେଲେ ସ୍ତ୍ରୀ ଅର୍ଚିତା (Archita), ଜାଣିବା ପରେ ଖୁସିରେ ନାଚିଲେ ସବ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ସବ୍ୟସାଚୀ ଓ ଅର୍ଚିତା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ଏହି ଦୁଇ ଯୋଡି ନିଜର ଜବରଦସ୍ତ ଅଭିନୟ ପାଇଁ ଲୋକ ପ୍ରିୟ ହେବା ସହିତ ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ତାହେଲେ ବନ୍ଧୁଗଣ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଥମେ ପାଗଳ ପ୍ରେମୀ ରେ ଜବରଦସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ସେହି ଅଭିନୟ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା । ପରବର୍ତ୍ତୀ ସମୟ ରେ ସେ ବହୁସାରା ଚଳଚିତ୍ର ରେ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ।


ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ରିଅଲ ଲାଇଫ ରେ ମଧ୍ୟ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ହଁ ବନ୍ଧୁ ଲକଡାଉନ ସମୟ ରେ ସବ୍ୟ ଯେଉଁ ଭଳି ଲୋକ ମାନ ଙ୍କୁ ଓ ପ୍ରବାସୀ ମାନ ଙ୍କୁ ସାହାର୍ଯ୍ୟ କରିଛନ୍ତି ତାହା ଅତୁଳନୀୟ , ତେବେ ଏହି ସାହାର୍ଯ୍ୟ ରେ ମଧ୍ୟ ତାଙ୍କ ପତ୍ନୀ ଅର୍ଚିଟା ସବ୍ୟ ବହୁତ ସହଯୋଗ କରୁଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସବ୍ୟ ଅର୍ଚିତା ପରସ୍ପର କୁ ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ କରିଛନ୍ତି ।

ତେବେ ଏହି ଦୁଇ ଯୋଡି ଙ୍କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିବାରୁ ଆଜି ଏହି ଦୁଇ ଯୋଡି ସବୁଠି ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଏହି ଦୁଇ ଙ୍କ କିଛି ପୋସ୍ତ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି , ତେବେ ଆଜି ଆମେ ସେହି ଭାଇରାଲ ପୋଷ୍ଟ ବିଷୟ ରେ ଜଣାଇବୁ ।

ତାହେଲେ ଆସନ୍ତୁ ଜାଣିବା ଅଭିନେତା ସାବ୍ୟଶଚି ଙ୍କ ଗତ ଦିନ ମଧ୍ୟ ରେ ତାଙ୍କ ଜନ୍ମ ଦିନ ହୋଇଥିଲା , ତେବେ ଏହି ଜନ୍ମ ଦିନ ଅବସର ରେ ପତ୍ନୀ ଅର୍ଚିତା ରାତି 12:01 ମିନିଟ ରେ ସବ୍ୟ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଶୁଭ କାମନା ଜଣାଇ କେକ କାଟି ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଓ ଏହା ଏକୁ ଅର୍ଚିତା ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *