Breaking News

Shahrukh Khan ତାଙ୍କ ପୁଅ Aryan ଙ୍କୁ କେତେ ଟଙ୍କା ପକେଟ ମନି ଦେଉଥିଲେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମନେ ଜାଣିଥିବେ ଯେ ବଲିଉଡ ଇଣ୍ଡଷ୍ଟ୍ରି ର କିଙ୍ଗ ଖାନ ଙ୍କ ପୁଅ ଅରିୟାନ ଖାନ ଗିରଫ ହେବା ପରେ ସୋସିଆଲ ମିଡିଆ ରେ ଏହି ଖବର ଟି ବେସ ଭାଇରାଲ ହେବା ରେ ଲାଗିଛି , ତେବେ ବନ୍ଧୁଗଣ ଗତ ଶନିବାର ଦିନ ମୁମ୍ବାଇ ର ଗୋଆ ଯାଉଥିଲା ଏକ କୃଜ ପାର୍ଟି ରେ ଏନସିବି ଟିମ ଚଢାଉ କରିଥିଲେ , ତେବେ ଏହି ପାର୍ଟି ରେ ଚଢାଉ ପରେ ସେଠାରେ ଡ୍ର-ଗ-ସ ପା-ର୍ଟି ରେ କିଙ୍ଗ ଖାନ ଙ୍କ ପୁଅ ଆରିୟାନ ଖାନ ବି ଥିଲେ ।


ହଁ ବନ୍ଧୁ ଆରିୟାନ ଙ୍କ ସହ 10 ଜଣ ଙ୍କୁ ଗିରଫ କରିଥିଲା ଏନସିବି , ତେବେ ବନ୍ଧୁଗଣ ସାଧାରଣ ସୁପର ଷ୍ଟାର ମାନ ଙ୍କ ପିଲା ମାନେ ବିଳାସପୂର୍ଣ ଜୀବନ ଜାପନ କରିଥାନ୍ତି । ତେବେ ଠିକ ସେହିଭଳି ଆରିୟାନ ଗିରଫ ହେବା ପରେ କେତେ ଟଙ୍କା ଖର୍ଚ୍ଚ କରୁଥିଲେ ସେ ନେଇ ବର୍ତ୍ତମାନ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ବନ୍ଧୁଗଣ କିଙ୍ଗ ଖାନ ପାଖ ରେ ଟଙ୍କା ର ଅଭାବ ନହିଁ ସେ 2014 ରେ ବିଶ୍ଵର ଦ୍ଵିତୀୟ ଅଭିନେତା ଧନୀ ଭାବେ ବେସ ପରିଚିତ ଥିଲେ ।

ତେବେ ବନ୍ଧୁଗଣ କିଙ୍ଗ ଖାନ ଙ୍କ 5 ହଜାର କୋଟି ରୁ ଉର୍ଦ୍ଧ ସମ୍ପତ୍ତି ରହିଛି ଓ ଇଣ୍ଡିଆ ଟିଭି ନାମକ ଏକ ଗଣ ମାଧ୍ୟମ ଅରିୟାନ ପକେଟ ମନି ବିଷୟ ରେ ଅବଗତ କରାଇଛି ଯେ ଆର୍ୟାନ ମାସ 15 ରୁ 20 ଲକ୍ଷ ଟଙ୍କା ନେଇଥାନ୍ତି ଖର୍ଚ୍ଚ କରିବା ପାଇଁ । ତେବେ ଏନସିବି ଯେତିକି ଡ୍ର-ଗ-ସ ଜବତ କରିଛି ତା ର ମୂଲ୍ୟ 10 ଲକ୍ଷ ଟଙ୍କା ହେବ । ତେବେ ଅନ୍ୟ କିଛି ଗଣ ମାଧ୍ୟମ କହୁଛନ୍ତି ଯେ କିଙ୍ଗ ଖାନ ତାଙ୍କ ପୁଅ କୁ 50 ରୁ 60 ଲକ୍ଷ ଟଙ୍କା ଦେଇଥାନ୍ତି ଖର୍ଚ୍ଚ କରିବା ପାଇଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *