Breaking News

ମାଳିକା ବର୍ଣିତ କଥା – କଳିଯୁଗର ମହାବିପତ୍ତିରୁ ବଞ୍ଚିବାର ବାଟ ଦେଖାଇଲେ ଶ୍ରୀକୃଷ୍ଣ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ମଣିଷ ସବୁକିଛି କାର୍ଯ୍ୟ ପାଇଁ ଜନ୍ତ୍ର ବ୍ୟବହାର କରୁଛି , ତେବେ ବନ୍ଧୁଗଣ ପୁରାତ୍ତାନ ଯୁଗ ରେ ଜନ୍ତ୍ର କିଛି ବି ନଥିଲା , ତେବେ ସେତେବେଳ ସମୟ ରେ କେବଳ ମନ୍ତ୍ର ଚାଲିଥିଲା ଓ ଏହି ମନ୍ତ୍ର ସାହାର୍ଯ୍ୟ ରେ ସବୁକିଛି ସମ୍ଭବ ହେଉଥିଲା । ତେବେ ବନ୍ଧୁଗଣ ତାହେଲେ ଜନ୍ତ୍ର ଅପେକ୍ଷା ମନ୍ତ୍ର ଅଧିକ ଶକ୍ତିଶାଳି ନା ମନ୍ତ୍ର ଅପେକ୍ଷା ଜନ୍ତ୍ର ଅଧିକ ଶକ୍ତିଶାଳୀ , ଏହି ଭଳି ଯଦି କିଛି ପ୍ରଶ୍ନ ଆପଣ ମାନ ଙ୍କ ଭିତର କୁ ଆସିଥାଏ , ତାହେଲେ ଜାଣି ରଖନ୍ତୁ ଯେ ଜନ୍ତ୍ର ଅପେକ୍ଷା ମନ୍ତ୍ର ବହୁତ ଶକ୍ତିଶାଳୀ ହୋଇଥାଏ ।

ତେବେ ବନ୍ଧୁଗଣ ମନ୍ତ୍ର ଯୁଗ ରେ ମୃତ ବ୍ୟକ୍ତି ଙ୍କୁ ବି ମଧ୍ୟ ଜୀବିତ କରି ଦେଉଥିଲା ଯେମିତି ବଡ ଉଦାହରଣ ହେଲା ସାବିତ୍ରୀ , ହଁ ବନ୍ଧୁ ମନ୍ତ୍ର ପାଠ ବଳ ରେ ସାବିତ୍ରୀ ତାଙ୍କ ସ୍ଵାମୀ ଙ୍କ ଜୀବନ ଜମ ଠାରୁ ଛଡାଇ ଆଣିଥିଲେ । ତାହେଲେ ଆପଣ ମାନେ କେବେ କଣ ଚେଷ୍ଟା କରିଛନ୍ତି ସେ ମନ୍ତ୍ର ବିଷୟ ରେ ଜାଣିବା ପାଇଁ ନା କେବେ ବି ଇଚ୍ଛୁକ ନଥିବେ କାରଣ ଜନ୍ତ୍ର ଦୁନିଆ ରେ ଜନ୍ତ୍ର ବେସ ସହାୟକ ହୋଇଥାଏ ମନ୍ତ୍ର ଅପେକ୍ଷା । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଡିଜିଟାଲ ଦୁନିଆ ରେ ମନ୍ତ୍ର କୁ ଅପନାଇବା ସମ୍ଭବ ନୁହେଁ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯେତେ ଶିକ୍ଷିତ ଅଛନ୍ତି ବର୍ତ୍ତମାନ ଯୁଗ ରେ ସେମାନେ କଣ ଯମ ନିକଟ ରୁ କୌଣସି ବ୍ୟକ୍ତି ଜୀବନ ଛଡାଇ ପାରିବେ ଆଦୌମ ନୁହେଁ । ତେବେ ବନ୍ଧୁଗଣ ମନ୍ତ୍ର ଯୁଗ ରେ ଜ୍ଞାତା ମାନେ ଯେଉଁଠି ଉପଯୋଗ କରୁଥିଲେ ତାହା ସଫଳ ହୋଇ ଯାଉଥିଲା କିନ୍ତୁ ଜନ୍ତ୍ର ଯୁଗ ରେ ଜନ୍ତ୍ର ଥାଇ ଯଦି ଜନ୍ତ୍ର ଙ୍କୁ ପରିଚାଳନା କରିବା ଜଣେ ଜ୍ଞାତା ନଥିବେ ତାହେଲେ ତାହା କାର୍ଯ୍ୟକାରୀ ହୋଇପାରିବ ନହିଁ , ସେଥିପାଇଁ ଜନ୍ତ୍ର କୁ ଉପଯୁକ୍ତ ଜ୍ଞାତା ନିହାତି ଆବଶ୍ୟକ ତାକୁ ବ୍ୟବହାର କରିବା ପାଇଁ । ତେବେ ଜନ୍ତ୍ର ଯଦି ଯାନ୍ତ୍ରିକ ତ୍ରୁଟି ରହିବ ତାହା କେବେ ବି କାମ କରି ପାରିବ ନହିଁ , ଖାଲି ସେତିକି ନୁହେଁ ଇନ୍ଧନ ର ଅଭାବ ରେ ତାହା କାର୍ଯ୍ଯକରି ହେବ ନହିଁ ଓ ଅଜଣା ବ୍ୟକ୍ତି ମଧ୍ୟ ଜନ୍ତ୍ର କୁ ବ୍ୟବହାର କରିବା ପଛ ରେ ଅସଫଳ ହୋଇଥାଏ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସତ ହେଲା ମାଳିକା ଭାରତକୁ ମାଡ଼ିଆସୁଛି ମହା ବିପଦ !

ଦର୍ଶକବନ୍ଧୁ ଭାରତକୁ ମାଡ଼ିଆସୁଛି ବିପଦ ଚେତା ବନେଇଲେ ବିଶେଷଜ୍ଞ ମାନେ | ଦିନକୁ ଦିନ ବଢିବାକୁ ଲାଗିଛି ଭାରତର ଦକ୍ଷିଣ …

Leave a Reply

Your email address will not be published.