Breaking News

ଦେଖନ୍ତୁ : ୧୨ ବର୍ଷ ପରେ ଫେରିଲେ ସ୍ଵାମୀ ହେଲେ ଅନ୍ୟ କାହାକୁ ବାହା ହୋଇ ଯାଇଛନ୍ତି ସ୍ତ୍ରୀ ….

ଦର୍ଶକ ବନ୍ଧୁ ଆଜି ଏମିତି ଜଣେ ବ୍ୟକ୍ତି ବିଷୟ ରେ କହିବୁ ଯିଏ କି ସ୍ମୃତି ଶକ୍ତି ହରାଇ କେଉଁ ଆଡେ ଚାଲିଯାଇଥିଲେ ଓ ଯିବା ର ଦୀର୍ଘ 12 ବର୍ଷ ପରେ ପୁଣି ଫେରିଛନ୍ତି ନିଜ ସ୍ଥାନ କୁ । ହଁ ବନ୍ଧୁ ନୟାଗଡ ଜିଲ୍ଲା ର ଜନ ନାୟକ ଯିଏ କି 12 ବର୍ଷ ତଳେ ସ୍ମୃତି ଶକ୍ତି ହରାଇ କେଉଁ ଆଡେ ଚାଲି ଯାଇଥିଲେ ଓ ପରବର୍ତ୍ତୀ ସମୟ ରେ ନିଜ ସ୍ମୃତି ଶକ୍ତି ପାଇବା ପରେ ନିଜ ସ୍ଥାନ କୁ ଫେରି ଆସିଛନ୍ତି ।


ନୟାଗଡ ଜିଲ୍ଲା ନୂଆ ଗାଁ ବ୍ଲକ ଗୁମୀ ଗ୍ରାମ ର ଜନ ନାୟକ , ତେବେ ଜନ ଙ୍କ ର ମଧ୍ୟ ଘର ସଂସାର ଥିଲା ତାଙ୍କ ପରିବାର ସ୍ତ୍ରୀ ଓ ଦୁଇ ଟି ଥିଲେ । ତେବେ ଜନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପରିବାର ପୋଷୁଥିଲା ଓ ବେସ ଖୁସି ରେ ଥିଲା କିନ୍ତୁ ଜନ ଙ୍କ ର ହଠାତ ସ୍ମୃତି ଶକ୍ତି ଲୋପ ପାଇଯିବା ରୁ ଘର ଛାଡି କେଉଁ ଆଡେ ଚାଲିଗଲେ ।


ତେବେ ଘର ଲୋକ ବହୁତ ଖୋଜାଖୋଜି କରୁଥିଲେ ମଧ୍ୟ ପାଇ ନଥିଲେ । ତେବେ ସେ ପଳାଇ ଯାଇଥିଲେ ମୁମ୍ବାଇ ଓ ସେଠାରେ ତାଙ୍କୁ ଶ୍ରଦ୍ଧା ଫାଉଣ୍ଡେସନ ନାମକ ଏକ ସଂସ୍ଥା ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଇ ଥିଲେ ଓ ଯାହା ଫଳ ରେ ତାଙ୍କ ସ୍ମୃତି ଶକ୍ତି ଫେରି ଆସିଥିଲା । ତେବେ ଏହିସଂସ୍ଥା ର ସଦସ୍ୟ ମାନେ ତାଙ୍କୁ ଟ୍ରେନ ମାଧ୍ୟମ ରେ ନିଜ ଗାଁ ରେ ପହଞ୍ଚାଇ ଥିଲେ । ତେବେ ବଡ ଦୁଃଖ ର କଥା ହେଲା ଯେ ସେ ଗାଁ କୁ ଫେରି ଆସୁଥିଲେ ମଧ୍ୟ ତାଙ୍କ ପତ୍ନୀ ତାଙ୍କ ପିଲା ଙ୍କୁ ନେଇ ଅନ୍ୟତ୍ର ବିବାହ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦୀର୍ଘ ୫୧ ବର୍ଷ ପରେ ଏହି ୬ ରାଶିରେ ବଦଳିବାକୁ ଯାଉଛି ଭାଗ୍ୟ ଖାଲି ପଇସା ବର୍ଷା !

କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତିଠାରୁ ଏଇ ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ …

Leave a Reply

Your email address will not be published.