Breaking News

ଦେଖନ୍ତୁ : ବିଶ୍ବାସ ନହେଲେ ସତ ! ଭଗବାନ ଙ୍କୁ ପାଇବା ପାଇଁ ୪ ଦିନ ହେଲା ତପସ୍ୟା ରେ ବସିଛନ୍ତି ମହିଳା ,ଅବାକ ହୋଇ ଯିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ର ବଡ ଖବର ଯେ ଜଣେ ବିବାହିତ ମହିଳା ଜଙ୍ଗଲ ରେ ତପସ୍ୟା କରୁଛନ୍ତି ୪ ଦିନ ହେଲା । ହଁ ବନ୍ଧୁ ଖାଲି ସେତିକି ନୁହେଁ ଆହୁରି ପୂଜା ପାଠ କୁ ମନ୍ତ୍ର ପଢା ଚଳୁଛି ଓ ଦାନ ମଧ୍ୟ ମିଳୁଛି । ତେବେ ଦାନ ରେ ଦକ୍ଷିଣା ଓ ଫଲ୍ ମୂଲ ଦେଇ ପୂଜା କରୁଛନ୍ତି ଲୋକ । ତେବେ ସେଠାରେ ଲୋକ ମାନ ଙ୍କ ମଧ୍ୟ ଭିଡ ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ବିବାହିତ ମହିଳା ଜଣକ କହୁଛନ୍ତି ତାଙ୍କ ଦେହ ରେ ବାସୁକି ମାତା ଆସୁଛନ୍ତି ଓ ସେଥିପାଇଁ ସେ ବିବାହିତ ମହିଳା ଙ୍କୁ ଦେଖିବା ଲୋକ ମାନ ଙ୍କ ଭିଡ ଲାଗୁଛି ।

ତେବେ ବନ୍ଧୁଗଣ ଏହି ଭଳି ଆଶ୍ଚର୍ଯ୍ୟ ଭଳି ଖବର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହଣ୍ଡି ବ୍ଲକ ଦଳେଇଗୁଡ଼ା ଗ୍ରାମ ନିକଟସ୍ଥ ଢମଣପଦ୍ ର ବାହାଲି ଜଙ୍ଗଲ ରେ । ତେବେ ବିବାହିତ ମହିଳା ଜଣକ ହେଉଛନ୍ତି ଦଲେଇଗୁଡ଼ା ଗ୍ରାମ ର ହରିଜନ ଙ୍କ ପତ୍ନୀ ବାଲମତି ହରିଜନ , ତେବେ ଏହି ମହିଳା ଜଣକ ଗତ ଶନିବାର ଦିନ ରାତି ୨:୦୦ ଟାରୁ ଘର ଛାଡ଼ି ପଳାଇ ଯାଇଥିଲେ ଓ ଘର ଛାଡ଼ି ଆସିବା ପରେ ବର୍ତ୍ତମାନ୍ ସମୟ ରେ ତପସ୍ୟା କରୁଛନ୍ତି ଜଙ୍ଗଲ ମଝିରେ । ହଁ ବନ୍ଧୁ ସବୁଆଡେ ଖୋଜାଖୋଜି ପରେ ପାଇ ନଥିଲେ ଓ ଶେଷ ରେ ସେହି ଗ୍ରାମ ର ନିକଟସ୍ଥ ବାହାଳି ଜଙ୍ଗଲ ରେ ଖୋଜିବା ସମୟ ରେ ଏକ ଛୋଟ ପଥର ପାହାଡ ରେ ସେ ତପସ୍ୟା କରୁଥିବାର ଦେଖିବାକୁ ମିଳିଥିଲା ।

ତେବେ ଏହି କଥା ସ୍ଥାନୀୟ ଲୋକ ଜାଣିବା ପରେ ଭିଡ ଜମାଇଛନ୍ତି ସେଠାରେ । ତେବେ କିଛି ଲୋକ ନଡ଼ିଆ କଦଳୀ ଭୋଗ କରି ପୂଜାର୍ଚ୍ଚନା କରି ଦକ୍ଷିଣା ଦେଇଛନ୍ତି । ତେବେ ବନ୍ଧୁଗଣ ପର୍ବ ରୁ ମହିଳା ଜଣକ ଝଡାଫୁଙ୍କା କରୁଥିବା ସମୟ ରେ ସ୍ବାମୀ ଗାଈ ଚରାଉ ଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ସ୍ତ୍ରୀ ତପସ୍ୟା କରୁଥିବା ସମୟ ରେ ସ୍ବାମୀ ତାଙ୍କ ନିକଟ ରେ ବସିଛନ୍ତି । ତେବେ ସେହି ମହିଳା ଜଣକ ଦିନ କୁ ଦୁଇ ଚାମଚ କ୍ଷୀର ପିଇ ଥାଆନ୍ତି ଓ ପାହାନ୍ତିଆ ୩ ଟା ରୁ ଉଥି ଗାଧୋଇବାକୁ ଯାଇଥାନ୍ତି । ତେବେ ସ୍ବାମୀ ସ୍ତ୍ରୀ ଉଭୟ ଅଲେଖ ଧର୍ମ ଗ୍ରହଣ କରିଛନ୍ତି ବୋଲି ଜଣା ପଡିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

NCB ପାଇଥିବା ୱାଟସଆପ ଚାଟ ରେ ଆର୍ଯ୍ୟନ୍ (Aryan Khan) ଅର୍ବାଜ ଙ୍କୁ କହିଥିଲେ, ରାତିରେ ରୋଳା କରିବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସିଛି ଯେ ଆରିୟାନ ତାଙ୍କ ବନ୍ଧୁ ଅର୍ବାଜ ଙ୍କୁ …

Leave a Reply

Your email address will not be published. Required fields are marked *