Breaking News

ଦେଖନ୍ତୁ : ଘର ତିଆରି ପାଇଁ ଆସିଥିଲା ମିସ୍ତ୍ରୀ , ମାଲିକ ର ଝିଅ କୁ ନେଇ ହୋଇଗଲା ଫେରାର …

ଦର୍ଶକ ବନ୍ଧୁ ବର୍ତମାନ ସମୟ ର ବଡ ଖବର ଯେ ଘର ତିଆରି କରିବା ଆସିଥିବା ଯୁବକ ଘର ଭାଙ୍ଗି ଦେଇ ଚାଲିଗଲେ । ହଁ ବନ୍ଧୁ ଯେଉଁଠି କି। ଘର କାମ କରିବାକୁ ମିସ୍ତ୍ରୀ ଭାବେ ଆସିଥିଲା ସେହି ଘର ର ଝିଅ କୁ ନେଇ ଫେରାର । ତେବେ ସେହି ଜଣକ ମଧ୍ୟ ଯୁବକ ଙ୍କ ପ୍ରେମ ରେ ପଡ଼ି ନିଜ ପରିବାର କୁ ଭୁଲି ପଳେଇଲା ଯୁବକ ମିସ୍ତ୍ରୀ ଙ୍କ ସହିତ । ତେବେ ବନ୍ଧୁଗଣ ଏମିତି ପ୍ରେମ ରେ ପଡ଼ିଛି ଯେ ମା ର କାନ୍ଦ ମୁହଁ ଙ୍କୁ ବି ଚାହୁଁନି ଝିଅ ।

ହଁ ବନ୍ଧୁ ଝିଅ ର ମା ଜଣକ ବହୁତ୍ କାନ୍ଦୁଛନ୍ତି ଓ କାନ୍ଦି କାନ୍ଦି କହୁଛନ୍ତି ଯେ କଣ ଏଇଥି ପାଇଁ ସେ ଝିଅ କୁ ଛୋଟ ରୁ ବଡ କରିଥିଲେ ,କଣ ମୋ ମମତା ର ମୂଲ୍ୟ କିଛି ବି ନାହିଁ ଥର ଟେ ପାଇଁ ନିଜ ମା କଥା ଭାବି ପାରିଲୁ ନାହିଁ ଏହି ଭଳି କହି କାନ୍ଦି କାନ୍ଦି କହୁଛନ୍ତି ମା ଜଣକ । ତେବେ ବନ୍ଧୁଗଣ ଝିଅ ଜଣକ ମଧ୍ୟ ବହୁତ୍ ଚାଲାକ୍ ,ହଁ ବନ୍ଧୁ କାଗଜ ଜେରକ୍ସ କରିବା ପାଇଁ ଘରେ କହିକି ଝିଅ ଯାଇଛି ଯେ ଯାଇଛି ।

ତାହେଲେ ବନ୍ଧୁଗଣ ଆଜି କାଲି ନୀତି ଦିନିଆ ଖବର ହୋଇଗଲାଣି ଅପହରଣ, ନିଖୋଜ, ବିଚାରହିନ,ଓ ପ୍ରେମ ବିବାହ । ତେବେ ଏଥିରେ କିଏ ସଫଳ ହେଉଛି ତ କିଏ ବିଫଳ । ତେବେ କିଏ ବିବାହ ପରେ ଆଇନ ସୁରକ୍ଷା ପାଉଛି ତ ଆଉ କିଏ ସାମାଜିକ ଅଧିକାର ମଧ୍ୟ ପାଉଛି ।ତେବେ ବନ୍ଧୁଗଣ ଏହି ଭଳି ଖବର ଦେଖିବାକୁ ମିଳିଛି ,ଗଞ୍ଜାମ ଜିଲ୍ଲାର ଗଙ୍ଗା ପୁରଥାନା ଅନ୍ତର୍ଗତ କବିରାଜ ପୂର୍ ରେ ଏହି ଭଳି ଘଟଣା ଘଟି ଯାଇଛ । ତେବେ ସେହି ଗ୍ରାମ ର ଜଣେ ଉଚ୍ଚ ଶିକ୍ଷିତ ଯୁବତୀ ଘରୁ ଜେରକ୍ସ କରିବାକୁ କହି ଯାଇଥିଲା ଯେ ଆଉ ଫେରି ନଥିଲା । ତେବେ ପରିବାର ଲୋକ ଥାନା ରେ ଝିଅ ନିଖୋଜ ଅଛି ବୋଲି ଏତଲା ଦେବା ପରେ ଦୁଇ ଦିନ ପରେ ଜାଣିବାକୁ ପାଇଲେ ଯେ କିଛି ଯୁବକ ମଟର ସାଇକେଲ ରେ ଆସି ଯୁବତୀ ଅପହରଣ କରି ଛନ୍ତି ।ତେବେ ଏ ନେଇ ଲିଖିତ ମାଧ୍ୟମ ରେ ଅଭିଯୋଗ କଲେ ଯେ ଅପହରଣ ର କଥା ।

 

ତେବେ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଲେ ଯେ ଘର କାମ ପାଇଁ ଆସିଥିବା ଯୁବକ ଜଣକ ଝିଅ କୁ ନେଇ ଫେରାର ହୋଇଛି । ତେବେ ପୋଲିସ ସେ ଦୁଇ ଜଣ କୁ ଖୋଜିବା ରେ ଲାଗି ପଡ଼ିଲା । ତେବେ ଏହା ରି ଭିତରେ ସେହି ଯୁବତୀ ଜଣକ ଏକ ଭିଡ଼ିଓ କରି ପରିବାର ଲୋକ ଙ୍କୁ କହିଥିଲେ ଯେ ଶୀଘ୍ର ଥାନା ରୁ ଏତଲା ଉଠାଇ ଦିଅ ନହେଲେ ମୁ ଆ-ତ୍ମ-ହ-ତ୍ୟା କରିଦେବି । ମୁଁ ନିଜ ଇଚ୍ଛା ରେ ଆସିଛି , ତେବେ ଏହି ଖବର ଟି ପୋଲିସ ଜାଣିବା ପରେ ଉଭୟ ଙ୍କୁ ଥାନା କୁ ଡାକି ପଚରା ଉଚରା କରିଥିଲେ ଓ ସେମାନେ କୋର୍ଟ ମ୍ୟାରେଜ୍ କରିଛନ୍ତି ବୋଲି କହିଥିଲେ ଓ ପ୍ରମାଣ ମଧ୍ୟ ଦେଖାଇଥିଲେ ।



ତେବେ ବନ୍ଧୁଗଣ ଉଭୟ ଯେହେତୁ ସାବାଳକ ସେମାନେ ଙ୍କ ଅଧିକାର ରହିଛି। ତେବେ ଝିଅ ର ପରିବାର ଲୋକ ଏହି କଥା ଜାଣିବା ପରେ ମଧ୍ୟ ତାକୁ ସ୍ବୀକାର କରିବେ ବୋଲି କହିଥିଲେ କିନ୍ତୁ ଝିଅ ପ୍ରେମ ପାଇଁ ପରିବାର ଲୋକ ଙ୍କୁ ଭୁଲିଗଲା ।।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *