ଦର୍ଶକ ବନ୍ଧୁ ଆଇପିଏଲ 2021 ରୁ ହଟି ଯାଇଥିବା କୁଳଦୀପ ଯାଦବ ଙ୍କ ବର୍ତ୍ତମାନ ସମୟ ରେ ସର୍ଜରୀ ସଫଳ ହୋଇଛି , ତେବେ ବନ୍ଧୁଗଣ ଆଇପିଏଲ କୋଲକାତା ନାୟତ ରାଇଡ଼ର୍ସ ପ୍ରତିନିଧିତ୍ଵ କରୁଥିବା କୁଳଦୀପ ବର୍ତ୍ତମାନ ସମୟ ରେ ଭାରତୀୟ ଦଳ ବାହାରେ ଅଛନ୍ତି । କୁଳଦୀପ ଆଇପିଏଲ 2021 ରେ ମଝିରେ ଇଉଇ ରୁ ସ୍ଵଦେଶ ଫେରି ଆସିଥିଲେ ଓ ବର୍ତ୍ତମାନ ସମୟ ରେ ଆଣ୍ଠୁ ସର୍ଜରୀ ପରେ ମଇଦାନ ଆସିବା ରେ ଅଳ୍ପ ବିଳମ୍ବ ହୋଇପାରେ ।
ତେବେ ବନ୍ଧୁଗଣ ବାମହାତି ସ୍ପିନର କୁଳଦୀପ ଙ୍କ ଆଣ୍ଠୁ ରେ ଗଭୀର ଆଘାତ ଲାଗିଥିଲା , ଓ ଏହା ଫଳ ରେ ସେ ମଇଦାନ ରୁ ଓହରି ଯାଇଥିଲେ । ତେବେ ବର୍ତ୍ତମାନ ସମୟ ରେ କୁଳଦୀପ ଏକ ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ତେବେ ଏହି ଫଟୋ ରେ ସେ ହସ୍ପିଟାଲ ବେଡ ରେ ସୋଇଛନ୍ତି ଓ ତାଙ୍କୁ ଆଣ୍ଠୁ ରେ ବ୍ୟାଣ୍ଡେଜ ବନ୍ଧା ହୋଇଛି ।
ତେବେ କୁଳଦୀପ ଲେଖିଛନ୍ତି ଯେ ବର୍ତ୍ତମାନ ସମୟ ରେ ସର୍ଜରୀ ସଫଳ ହୋଇଛି ଓ ସୁସ୍ଥ ହେବା ବର୍ତ୍ତମାନ ସମୟ ରେ ଆରମ୍ଭ ହୋଇଛି । ତେବେ ସମସ୍ତ ଙ୍କ ଷପୋର୍ଟ ପାଇଁ ମୁଁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଉଛି , ତେବେ ବର୍ତ୍ତମାନ ସମୟ ରେ ମୁଁ କେମିତି ଶୀଘ୍ର ସୁସ୍ଥ ହେବି ଓ ପଡିଆ କୁ ଫେରିବି ସେଥିପାଇଁ ମୋ ଧ୍ୟାନ ରହିବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ