ଦର୍ଶକ ବନ୍ଧୁ କଟକ ରାସ୍ତା ମଝି ରେ ୱାଟରଫଲ , ହଁ ବନ୍ଧୁ କଟକ ରାସ୍ତା ମଝିରେ ପାଇପ ଫାଟି ଯିବା ରୁ ରାସ୍ତା ପାଲଟି ଯାଇଥିଲା ୱାଟର ଫଲ ଓ ତାକୁ ଦେଖିବା ପାଇଁ ମଧ୍ୟ ଲୋକ ସେଠାରେ ବହୁତ ଗହଳି ହୋଇ ଯାଇଥିଲେ । ତେବେ ବନ୍ଧୁଗଣ କଟକ ରାଜା ବଗିଚା ରାସ୍ତା ରେ ଯାଇଥିଲା ଅମୃତ ଯୋଜନା ର ପାଇପ ଫାଟି ଯିବା ରୁ 20 ଫୁଟ ପର୍ଯ୍ୟନ୍ତ ୱାଟର ଫଲ ସୃଷ୍ଟି ହୋଇଥିଲା ।
ତେବେ ବର୍ତ୍ତମାନ ସମୟ ରେ ଏହା ସଜଡା ଚାଲିଛି ଓ ସେହି ରାସ୍ତା କୁ ବନ୍ଦ କରି ଦିଅ ଯାଇଛି ଓ ରାସ୍ତା ର ଅନ୍ୟପଟେ ଲୋକ ମାନେ ଯିବା ଆସିବା କରୁଛନ୍ତି ତାହା ପୁଣି ଗହଳି ଅବସ୍ଥା ରେ ତେବେ ସେଠାରେ ମଧ୍ୟ ପୋଲିସ ମାନେ ମଧ୍ୟ ମୃତୟନ ଅଛନ୍ତି , ତେବେ ସେଠାରେ ଜେସିବି ଆସି ଖୋଲା ଖୋଲି କରୁଛି ଓ ଏହାର ମରାମତି ମଧ୍ୟ ଚାଲୁଛି ।
ତେବେ ଯାହା ସୂଚନା ମିଳିଛି ଯେ ପାଇପ ଲିକେଜ ଥିବା ରୁ ଏହି ଭଳି ଅସୁବିଧା ସୃଷ୍ଟି ହୋଇଛି ତେବେ ସେହି ରାସ୍ତା ରେ ଯାଉଥିବା ଲୋକ ମାନେ ଦେଖି ଅଟକି ଯାଇଥିଲେ ଘଟନା ସ୍ଥଳ ରେ କାହାର କିଛି ବି ହୋଇ ନହିଁ । ତେବେ ପାଣି ବର୍ତ୍ତମାନ ସ୍ଥିର ହେବା ପରେ ମରାମତି କାର୍ଯ୍ୟ ବେସ ଜୋର ସୋର ରେ ଚାଲିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ