Breaking News

ପୁଣି ଆସୁଛି ଲଘୁଚାପ ବର୍ଷା – ଆସନ୍ତା ୧୦ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଦର୍ଶକ ବଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପାଣିପାଗ କୁ ନେଇ ଆସି ଯାଇଛି ଯେ ଆସନ୍ତା 10 ତାରିଖ ରେ ଆଣ୍ଡାମାନ ସାଗର ରେ ଲଘୁଚାପ ସୃଷ୍ଟି ହେବା କୁ ଯାଉଛି ଓ ଏହି ଲଘୁଚାପ ସମୁଦ୍ର ରେ 4 ରୁ 5 ଦିନ ପର୍ଯ୍ୟନ୍ତ ରହିବ ଓ ପରବର୍ତ୍ତୀ ସମୟ ରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ମଧ୍ୟ ରେ ସ୍ଥଳ ଭାଗ ଛୁଇଂବ । ତେବେ ଏହା ସମୁଦ୍ର ରେ ରହି ଅଧିକ ଶକ୍ତି ଶାଳି ହେବ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅକ୍ଟୋବର ମାସ ରେ ଓଡିଶା କୁ ବାତ୍ୟା ଭୟ , ହଁ ବନ୍ଧୁ ଏହି ଅକ୍ଟୋବର ମାସ ରେ ପୂର୍ବ ରୁ ହୁଡୁହୁଡ,ଫାଇଲିଣି,ତିତିଲି ବାତ୍ୟା ଆସି ବହୁତ କ୍ଷତି କରି ଚାଲିଯାଇଛନ୍ତି । ତେବେ ପୁଣି ବର୍ତ୍ତମାନ ଆଗାମୀ ଦିନ 10 ତାରିଖ ରେ ଉତ୍ତର ଆଣ୍ଡାମନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ନେଇ ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ଅନ୍ୟ ପଟେ ବିଭିନ୍ନ ଅନ୍ତର୍ଜାତିୟ ପାଣିପାଗ ମଡେଲ ପୂର୍ବନୁମାନ କରୁଛନ୍ତି ଯେ ଏହିଲଘୁଚାପ ଟି ସମୁଦ୍ର ରେ ବାତ୍ୟା ର ରୂପ ନେଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ବାଟ ଦେଇ ଗତି କରିବା ପରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ରେ ସ୍ଥଳ ଭାଗ ଛୁଇଂବ । ତେବେ ଆସନ୍ତା 10 ତାରିଖ ରେ ଲଘୁଚାପ ବଳୟ ସୃଷ୍ଟି ହେବା ପରେ ଅବପାତ ର ରୂପ ନେଇ ସମୁଦ୍ର ରେ 4 ରୁ 5 ଦିନ ରହିବା ପରେ ଶକ୍ତିଶାଳୀ ହୋଇ ସ୍ଥଳ ଭାଗ ଛୁଇଂବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟାୟାରର ରଙ୍ଗ କଳା କାହିଁକି ଏହା ପଛରେ କାରଣ କଣ ଆପାନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଏହା ପଛରେ ରହିଛି ବଡ଼ କାରଣ ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି ସବୁ ଗାଡ଼ିରେ ଟାୟାର ଲଗାଯାଇଥାଏ କେବେଳ …

Leave a Reply

Your email address will not be published.