ଦର୍ଶକ ବଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପାଣିପାଗ କୁ ନେଇ ଆସି ଯାଇଛି ଯେ ଆସନ୍ତା 10 ତାରିଖ ରେ ଆଣ୍ଡାମାନ ସାଗର ରେ ଲଘୁଚାପ ସୃଷ୍ଟି ହେବା କୁ ଯାଉଛି ଓ ଏହି ଲଘୁଚାପ ସମୁଦ୍ର ରେ 4 ରୁ 5 ଦିନ ପର୍ଯ୍ୟନ୍ତ ରହିବ ଓ ପରବର୍ତ୍ତୀ ସମୟ ରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ମଧ୍ୟ ରେ ସ୍ଥଳ ଭାଗ ଛୁଇଂବ । ତେବେ ଏହା ସମୁଦ୍ର ରେ ରହି ଅଧିକ ଶକ୍ତି ଶାଳି ହେବ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅକ୍ଟୋବର ମାସ ରେ ଓଡିଶା କୁ ବାତ୍ୟା ଭୟ , ହଁ ବନ୍ଧୁ ଏହି ଅକ୍ଟୋବର ମାସ ରେ ପୂର୍ବ ରୁ ହୁଡୁହୁଡ,ଫାଇଲିଣି,ତିତିଲି ବାତ୍ୟା ଆସି ବହୁତ କ୍ଷତି କରି ଚାଲିଯାଇଛନ୍ତି । ତେବେ ପୁଣି ବର୍ତ୍ତମାନ ଆଗାମୀ ଦିନ 10 ତାରିଖ ରେ ଉତ୍ତର ଆଣ୍ଡାମନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ନେଇ ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ତେବେ ଅନ୍ୟ ପଟେ ବିଭିନ୍ନ ଅନ୍ତର୍ଜାତିୟ ପାଣିପାଗ ମଡେଲ ପୂର୍ବନୁମାନ କରୁଛନ୍ତି ଯେ ଏହିଲଘୁଚାପ ଟି ସମୁଦ୍ର ରେ ବାତ୍ୟା ର ରୂପ ନେଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ବାଟ ଦେଇ ଗତି କରିବା ପରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ରେ ସ୍ଥଳ ଭାଗ ଛୁଇଂବ । ତେବେ ଆସନ୍ତା 10 ତାରିଖ ରେ ଲଘୁଚାପ ବଳୟ ସୃଷ୍ଟି ହେବା ପରେ ଅବପାତ ର ରୂପ ନେଇ ସମୁଦ୍ର ରେ 4 ରୁ 5 ଦିନ ରହିବା ପରେ ଶକ୍ତିଶାଳୀ ହୋଇ ସ୍ଥଳ ଭାଗ ଛୁଇଂବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ