Breaking News

କଣ ଆପଣଙ୍କୁ ପ୍ରତିଦିନ ରାତି ଅଧରେ ପରିଶ୍ରା ଲାଗୁଛି କି ? ତେବେ ଏହି ଆର୍ଟିକିଲକୁ ନିଶ୍ଚୟ ପଢନ୍ତୁ

ଦର୍ଶକ ବନ୍ଧୁ ଆପଣ ଙ୍କୁ କଣ ରାତି ଅଧ ରେ ଆପଣ ଙ୍କୁ ପରିସ୍ରା ଲାଗୁଛି , ତାହେଲେ ଜାଣି ରଖନ୍ତୁ କିଛି କଥା । ତେବେ ବନ୍ଧୁଗଣ ଆମେ ମାନେ ପ୍ରତିଦିନ ସଠିକ ପରିମାଣ ରେ ପଣି ପିଇଲେ ଆମ ସ୍ୱାସ୍ଥ୍ୟ କୁ ବହୁ ପରିମାଣ ଫାଇଦା ମିଳିଥାଏ । ତେବେ ଠିକ ସେହି ପରି ପରିସ୍ରା ମଧ୍ୟ ହେଲେ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କି ରାତି ଅଧ ରେ ପରିସ୍ରା ହେବା ଆଦୌମ ଭଲ କଥା ନୁହେଁ । ହଁ ବନ୍ଧୁ ରାତି ଅଧ ରେ ଅଧିକ ମୁତ ଓ କମ ମୂତ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଆମ କୁ କାହିଁକି ରାତି ଅଧ ରେ ପରିସ୍ରା ଲାଗିଥାଏ ।

ତେବେ ବନ୍ଧୁଗଣ ଯଦି ଆମେ ଡାକ୍ତର କଥା କହିବା ସେ କହିବେ ପରିସ୍ରା ହେବ ଦ୍ଵାରା ଆମ ଶରୀର ପାଇଁ ଭଲ ଅଟେ କାରଣ ପରିସ୍ରା ମାଧ୍ୟମ ରେ ବହୁତ ବିଷକ୍ତ ପଦାର୍ଥ ଓ ହାନି କାରକ ପଦାର୍ଥ ବାହାରି ଆସେ । ତେବେ ରାତି ରେ ଶୋଇବା ପୂର୍ବ ରୁ ପାଣି ପିଇବା କିମ୍ବା କିଛି ତରଳ ପଦାର୍ଥ ଖାଇବା ଦ୍ଵାରା ଆମ କୁ ରାତି ଅଧ ରେ ପରିସ୍ରା ହୋଇଥାଏ । ତେବେ କୌଣସି ବ୍ୟକ୍ତି ଯଦି ରାତି ଅଧ ରେ ଉଠି ପରିସ୍ରା କରିଥାଏ ତେବେ ତାହା ଶରୀର ସତେଜ ହୋଇ ନଥାଏ ।

ତେବେ ଏହା ଫଳ ରେ ରକ୍ତ କଣିକା ଆମ ମସ୍ତିସ୍କ ରେ ଅଟକି ଯାଇଥାଏ ଓ ଯାହା ଯାହା ଫଳ ରେ ବ୍ରେନ ସ୍ତୋକ ହେବା ର ସମ୍ଭାବନା ଥାଏ । ତେବେ ସେଥିପାଇଁ ଆପଣ ରାତି ରେ ଅଧ ରେ ପରିସ୍ରା କରିବା ପୂର୍ବ ରୁ ନିଜ ପାଦ କୁ ତଳେ ଥୁଆନ୍ତୁ ଓ ଆପଣ ଙ୍କୁ ସତେଜ ଲାଗିବା ପରେ ପରିସ୍ରା ଯାଅନ୍ତୁ । ତେବେ ସଦା ବେଳେ ଦୁଇ ଟି କଥା ମନେ ରଖନ୍ତୁ ରାତି ରେ ଶୋଇବା ପୂର୍ବ ରୁ ପରିସ୍ରା କରି ସୁଆନ୍ତୁ ଓ ରାତି ଅଧ ରେ ପରିସ୍ରା ଲାଗିଲେ ଯଦି ଆପଣ ଅଟକାଇ ରଖୁଛନ୍ତି ତାହେଲେ ବଡ ବଡ ରୋଗ ଜନ୍ମ ନେଇ ପାରନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.