ଦର୍ଶକ ବନ୍ଧୁ ଆପଣ ଙ୍କୁ କଣ ରାତି ଅଧ ରେ ଆପଣ ଙ୍କୁ ପରିସ୍ରା ଲାଗୁଛି , ତାହେଲେ ଜାଣି ରଖନ୍ତୁ କିଛି କଥା । ତେବେ ବନ୍ଧୁଗଣ ଆମେ ମାନେ ପ୍ରତିଦିନ ସଠିକ ପରିମାଣ ରେ ପଣି ପିଇଲେ ଆମ ସ୍ୱାସ୍ଥ୍ୟ କୁ ବହୁ ପରିମାଣ ଫାଇଦା ମିଳିଥାଏ । ତେବେ ଠିକ ସେହି ପରି ପରିସ୍ରା ମଧ୍ୟ ହେଲେ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କି ରାତି ଅଧ ରେ ପରିସ୍ରା ହେବା ଆଦୌମ ଭଲ କଥା ନୁହେଁ । ହଁ ବନ୍ଧୁ ରାତି ଅଧ ରେ ଅଧିକ ମୁତ ଓ କମ ମୂତ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଆମ କୁ କାହିଁକି ରାତି ଅଧ ରେ ପରିସ୍ରା ଲାଗିଥାଏ ।
ତେବେ ବନ୍ଧୁଗଣ ଯଦି ଆମେ ଡାକ୍ତର କଥା କହିବା ସେ କହିବେ ପରିସ୍ରା ହେବ ଦ୍ଵାରା ଆମ ଶରୀର ପାଇଁ ଭଲ ଅଟେ କାରଣ ପରିସ୍ରା ମାଧ୍ୟମ ରେ ବହୁତ ବିଷକ୍ତ ପଦାର୍ଥ ଓ ହାନି କାରକ ପଦାର୍ଥ ବାହାରି ଆସେ । ତେବେ ରାତି ରେ ଶୋଇବା ପୂର୍ବ ରୁ ପାଣି ପିଇବା କିମ୍ବା କିଛି ତରଳ ପଦାର୍ଥ ଖାଇବା ଦ୍ଵାରା ଆମ କୁ ରାତି ଅଧ ରେ ପରିସ୍ରା ହୋଇଥାଏ । ତେବେ କୌଣସି ବ୍ୟକ୍ତି ଯଦି ରାତି ଅଧ ରେ ଉଠି ପରିସ୍ରା କରିଥାଏ ତେବେ ତାହା ଶରୀର ସତେଜ ହୋଇ ନଥାଏ ।
ତେବେ ଏହା ଫଳ ରେ ରକ୍ତ କଣିକା ଆମ ମସ୍ତିସ୍କ ରେ ଅଟକି ଯାଇଥାଏ ଓ ଯାହା ଯାହା ଫଳ ରେ ବ୍ରେନ ସ୍ତୋକ ହେବା ର ସମ୍ଭାବନା ଥାଏ । ତେବେ ସେଥିପାଇଁ ଆପଣ ରାତି ରେ ଅଧ ରେ ପରିସ୍ରା କରିବା ପୂର୍ବ ରୁ ନିଜ ପାଦ କୁ ତଳେ ଥୁଆନ୍ତୁ ଓ ଆପଣ ଙ୍କୁ ସତେଜ ଲାଗିବା ପରେ ପରିସ୍ରା ଯାଅନ୍ତୁ । ତେବେ ସଦା ବେଳେ ଦୁଇ ଟି କଥା ମନେ ରଖନ୍ତୁ ରାତି ରେ ଶୋଇବା ପୂର୍ବ ରୁ ପରିସ୍ରା କରି ସୁଆନ୍ତୁ ଓ ରାତି ଅଧ ରେ ପରିସ୍ରା ଲାଗିଲେ ଯଦି ଆପଣ ଅଟକାଇ ରଖୁଛନ୍ତି ତାହେଲେ ବଡ ବଡ ରୋଗ ଜନ୍ମ ନେଇ ପାରନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ