ଦର୍ଶକ ବର୍ତ୍ତମାନ ସମୟ ର ବଡ ଖବର ଯେ କିଛି ଅଜଣା ଯୁବତୀ ରାସ୍ତା କଡ ରେ ଠିଆ ମଣିଷ ମାନ ଙ୍କୁ ନିଜ ଆଡ କୁ ଠେଲି ପଇସା ମାଗୁଛନ୍ତି ଓ କହୁଛନ୍ତି ଛୁଲୁ ତ ଟଙ୍କା ଦେ , ହଁ ବନ୍ଧୁ ରବିବାର ଦିନ ସକାଳୁ ଧନୁପାଳି ଥାନା ଅନ୍ତର୍ଗତ ବୃକ୍ସହୀଳ ପାହାଡ ଓ ଡିୟର ପାର୍କ ରୋଡ ରେ ଯୁବତୀ ମାନେ କିଛି ଲୋକ ଙ୍କୁ ଅଟକାଇ ସେମାନ ଙ୍କୁ ଟାଣି ନିଜ ଦେ-ହ ରେ ବଜାଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ସୂଚନା ପାଇବା ରେ ସେହିଷ୍ଠାନ ରୁ 6 ଜଣ କୁ ଗି-ର-ଫ କରିଛି । ତେବେ ସେମାନ ଙ୍କୁ ପଚରା ଉଚରା କରିବା ପରେ ଜଣା ପଡିଛି ଯେ ଏହି ଯୁବତୀ ମାନେ ହେଉଛନ୍ତି ରାଜସ୍ଥାନୀ ଗ୍ୟା-ଙ୍ଗ ର ତେବେ ସେମାନ ଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ ଜଣା ପଡିଛି ଯେ ଏହି 6 ଜଣ ଙ୍କ ଯୁବତୀ ଙ୍କ ବୟସ 20 ରୁ 22 ବର୍ଷ ହେବ । ତେବେ ପୋଲିସ ଅଣ୍ଡରଟେକିଂ ଲେଖାଇ ପୋଲିସ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି ।
ହଁ ବନ୍ଧୁ ପୋଲିସ ସେମାନ ଙ୍କ ପରିଚୟ ଜାଣିବା ପରେ ଯୁବତୀ ଙ୍କୁ ନେଇ ସେମାନେ ରହୁଥିବା ସ୍ଥାନ କୁ ଯାଇଥିଲେ , ତେବେ ଏହି ଗ୍ୟାଙ୍ଗ ରେ ମୋଟ 36 ଜଣ ଥିବା ସମୟ ରେ ସେଥି ମଧ୍ୟ ରୁ ଜଣେ ଭିନ୍ନକ୍ଷମ । ତେବେ ସେମାନ ଙ୍କ ଯାଞ୍ଚ ପରେ ସେ ରହୁଥିବା ଭଡା ଘର ର ମାଲିକ କୌଣସି ପ୍ରମାଣ ପତ୍ର ଯାଞ୍ଚ ନକରି ସେମାନ ଙ୍କୁ ରଖିଛି , ତେବେ ଏହି ଗ୍ୟା-ଙ୍ଗ ଲୋକ ମାନ ଙ୍କୁ ଏମିତି ଅଟକାଇ ପଇସା ମାଗିବାରୁ ସେମାନ ଙ୍କୁ ଏ ଜାଗା ଛାଡି ଚାଲିଯିବା କୁ କୁହାଯାଇଛି । ସମ୍ବଲପୁର ରେ କାୟା ମେଳାଉଛନ୍ତି ରାଜସ୍ଥାନୀ ଯୁବତୀ ଗ୍ୟା-ଙ୍ଗ । ତେବେ ଯୁବତୀ ମାନେ ଦିନ କୁ କେତେ ଟଙ୍କା ଆଦାୟ କରୁଛନ୍ତି ତାହା ଏକ ଖାତା ରେ ଉଲ୍ଲେଖ କରୁଛନ୍ତି ।
ତେବେ ମିଳିଥିବା ସୂଚନା ଅନୁସାରେ ଜଣେ ଯୁବତୀ ଦିନ କୁ ବିଭିନ୍ନ ଆଲ ରେ ଲୋକ ମାନ ଙ୍କୁ ଠାରୁ ପଇସା ଆଦାଯ କରି 5000 ରୁ 10 ହଜାର ଟଙ୍କା ରୋଜାଗାର କରୁଛନ୍ତି । ତାହେଲେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଭୁବନେଶ୍ବର ରୁ 7 ଜଣ ନା-ବା-ଳି-କା କୁ ଅଟକ ରଖିଥିଲା ଖଣ୍ଡଗିରୀ ପୋଲିସ । ତେବେ ଏହି ରାଜସ୍ଥାନୀ ମାନେ ମୟୂର ପକ୍ଷୀ ମାନ ଙ୍କୁ ବିକ୍ରି କରିବାକୁ ଆସିଥିଲେ ଓ ସେଥିପାଇଁ ସେ ଭୋଜପୁରୀ ଭବନ ରେ ରହୁଥିଲେ । ତେବେ କିଛି ଯୁବତୀ ଓ ମହିଳା ଜାଦୁ ଦେଖାଇବା କଥା କହି ଆସିଥିବା ସମୟ ରେ ଆଉ କିଛି ଯୁବତୀ ଟଙ୍କା ଅଭାବ ରୁ ଟଙ୍କା ପାଇଁ ଏହି କାର୍ଯ୍ୟ କରୁଛନ୍ତି ବୋଲି ଉତ୍ତର ଦେଇଛନ୍ତି ॥