Breaking News

Shahrukh khan ଙ୍କ ପୁଅ Aryan Khan ଙ୍କୁ ମୁକୁଳାଇବା ପାଇଁ ଲଢୁଛନ୍ତି ଏହି ଓକିଲ, ତାଙ୍କ ରେକର୍ଡ ଓ ଦରମା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ କିଙ୍ଗ ଖାନ ଙ୍କ ପୁଅ ଆର୍ୟାନ ଏନସିବି ହିଫାଜତ ରେ ଅଛି , ତେବେ ପୁଅ କୁ ମୁକେଳେଇବା ପାଇଁ କିଙ୍ଗ ଖାନ ଶୁଟିଙ୍ଗ ସେଟ ଛାଡି ସ୍ପେନ ରୁ ଭାରତ କୁ ଆସିଛନ୍ତି । ତେବେ ବନ୍ଧୁଗଣ କିଙ୍ଗ ଖାନ ଙ୍କ ପୁଅ କୁ ମୁକେଳେଇବା ପାଇଁ ଏହି କେସ ଲଢୁଛନ୍ତି ବରିଷ୍ଠ ଆଇନିଜୀବୀ ସତୀଶ ମନେସିନ୍ଦେ ।

ତେବେ ବନ୍ଧୁଗଣ ମୁମ୍ବାଇ ମୟାନଗରୀ ରେ ବେସ ଜଣା ଶୁଣା ଆଇନିଜୀବୀ ସତୀଶ , ତେବେ ବନ୍ଧୁଗଣ ଏହି ଆଇନିଜୀବୀ ଜଣକ ପୂର୍ବ ରୁ ବହୁ ବଲିଉଡ ଷ୍ଟାର ଙ୍କୁ ଆଇନ ଜାଲ ରୁ ଖସାଇବା ରେ ବେସ ସଫଳ ହୋଇଛନ୍ତି ସତୀଶ । ତେବେ ବନ୍ଧୁଗଣ ଏହି ଆଇନଜୀବୀ ଜଣକ 1965 ମସିହା ରେ କର୍ଣ୍ଣାଟକ ର ଏକ ମଧ୍ୟବିତ୍ତ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଏହି ଆଇନଜୀବୀ ଜଣକ 1983 ମସିହା ରେ ଓକିଲାତି ପାଠ ସରିବା ପରେ ଓକିଲାତି କାର୍ଯ୍ୟ ଆରମ୍ଭ କରିଥିଲେ । , ତେବେ ଏହି ଆଇନିଜୀବୀ ଜଣକ ଦୀର୍ଘ 10 ବର୍ଷ ରାମ କେଠମାଲାନି ଙ୍କ ପାଖ ରେ କାମ କରିବା ପରେ ନିଜେ କେସ ଲଢିବା ଆରମ୍ଭ କରିଥିଲେ ।

ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେ ଗୋଟିଏ କେସ ଲଢିବା ପାଇଁ ଦିନ କୁ 10 ଲକ୍ଷ ଟଙ୍କା ନେଇଥାନ୍ତି । ବଲିଉଡ ର ସୁପର ଷ୍ଟାର ସଞ୍ଜୟ ଦତ୍ତ ଙ୍କୁ ବେଳ ମୁକୁଳାଇ ବାରେ ସକ୍ଷମ ହୋଇଥିଲେ ସତୀଶ , ଠିକ ସେହିପରି ହିଟ ଆଣ୍ଡ ରନ ରେ ଫସିଥିବା ସଲମାନ ଖାନ ଙ୍କୁ ମୁକୁଳାଇବାରେ ସଫଳ ହୋଇଥିଲେ ସତୀଶ । ତେବେ ଗତ ବର୍ଷ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଡ୍ର-ଗ-ସ ମାମଲା ରେ ଫସିଥିଲେ ତେବେ ତାଙ୍କୁ ମଧ୍ୟ ମୁକୁଳେଇ ସଫଳ ହୋଇଥିଲେ ।


ତେବେ ବର୍ତ୍ତମାନ ସମୟ ରେ କିଙ୍ଗ ଖାନ ଙ୍କ ପୁଅ କୁ ମୁକୁଳେଇବା ପାଇଁ କେସ ଲଢୁଛନ୍ତି ସତୀଶ । ତେବେ ସେ ସତୀସ କହିଛନ୍ତି ଯେ “କର୍ଦେଳିଆ କୃଜ ଏମପ୍ରେସ ରେ ଆର୍ୟାନ ଙ୍କୁ ଅତିଥି ଭାବେ ଡକା ଯାଇଥିଲା ଓ ସେଥିପାଇଁ ସେ ଯୋଗ ଦେଇଥିଲେ । ତେବେ ସେଠାରେ ତାଙ୍କୁ ଦୁଇ ଥର ସ୍କିନିଙ୍ଗ କରା ଯାଇଥିଲା କିନ୍ତୁ ନି-ଶା-ଦ୍ର-ବ୍ୟ ମିଳି ନ ଥିଲା । ତେବେ ଏହା ସତ୍ତ୍ୱେ ମଧ୍ୟ ଆର୍ୟାନ ଙ୍କ ପାଖ ରେ ନା ଥିଲେ ଟିକେଟ, ନା ବୋଡିଙ୍ଗ ପାସ କିଛି ବି ନଥିଲା ଏମିତି ବି ତାଙ୍କର ସିଟ ମଧ୍ୟ ନଥିଲା । ତେବେ କେବଳ ତାଙ୍କ ଫୋନ ୱାଟସଆପ ର ଚାଟିଙ୍ଗ ରୁ ପୋଲିସ ତାଙ୍କୁ ଗି-ର-ଫ କରିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *