Breaking News

ରାତି ଅଧରେ ଅର୍ଚିତାଙ୍କ (Archita Sahu) ସହ କେମିତି ଜନ୍ମଦିନ ପାଳିଲେ ସବ୍ୟସଚୀ (Sabyasachi)

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏମିତି ଦୁଇ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରିଲ ଲାଇଫ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଯେତିକି ଲୋକ ପ୍ରିୟ ହୋଇପାରିଛନ୍ତି ତା ଠାରୁ ଅଧିକ ରିଅଲ ଲାଇଫ ରେ ଗରିବ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟତ ହାସଲ କରିପାରିଛନ୍ତି । ତେବେ ବନ୍ଧୁଗଣ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ।

ତାହେଲେ ଆପଣ ମାନେ ନିଶ୍ଚୟ ଏହି ଦୁଇ ଙ୍କୁ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ । ଏହି ଦୁଇ ଯୋଡି ଙ୍କ ଜବରଦସ୍ତ ଅଭିନୟ କୁ ଦର୍ଶକ ମାନେ ବହୁତ୍ ସାରା ଭଲପାଇବା ଦେଇଥିଲେ । ତେବେ ସବ୍ୟସାଚୀ ଓ ଅର୍ଚ୍ଚିତା ଉଭୟ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ବସିଥିଲେ ଓ ଗତ କିଛି ମାସ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହ ପରେ ଏହି ଦୁଇ ଯୋଡି ନିଜ ଖୁସି କୁ ଛାଡି ଅନ୍ୟ ସମସ୍ତ ଙ୍କୁ ଖୁସି ଦେବା ରେ ବହୁତ ବ୍ୟସ୍ତ ରହୁଥିଲେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ର ସବୁଠୁ ବଡ ଖବର ଯେ ଗତ କାଲି ଆମ ମାନ ଙ୍କ ରିଅଲ ହିରୋ ସବ୍ୟଶଚି ଙ୍କ ଜନ୍ମ ଦିନ ଟି ସରି ଯାଇଛି ଓ ଏହି ଜନ୍ମ ଦିନ ଅବସର ରେ ତାଙ୍କ ବହୁ ପ୍ରଶଂସକ ତାଙ୍କ ଜନ୍ମ ଦିନ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ତେବେ ବନ୍ଧୁଗଣ ସବ୍ୟଶଚି ଙ୍କ ଜନ୍ମ ଦିନ ଟି କୁ ତାଙ୍କ ପତ୍ନୀ ଅର୍ଚ୍ଚିତା ବେସ ଧୁମଧାମ ରେ ପାଳନ କରିଛନ୍ତି ଓ ଏହି ପାଳନ କରୁଥିବା ର କିଛି ଫଟୋ ସେମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.