Breaking News

ସାମ୍ବାଦିକ ଅରିନ୍ଦମ ଦାସଙ୍କୁ (Arindam Das) ମନେ ରଖିବା ପାଇଁ ତାଙ୍କ ଏକାଦଶାହରେ ଏମିତି ଘୋଷଣା ହେଲା ଦେଖିଲେ ଆଖିରେ ଲୁହ ରହିବନି – ଦେଖନ୍ତୁ ଭିଡିଓ

ଦର୍ଶକବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ସ୍ଵର୍ଗତ ଅରିନ୍ଦମ ଦାସ ଙ୍କ ନାମ ରେ ସ୍କୋଳାରଶିପ , ହଁ ବନ୍ଧୁ ଗତକାଲି ମୃତ ଅରିନ୍ଦମ ଙ୍କ ଏକାଦଶ , ତେବେ ଏହି ଅବସର ରେ ଓଟିଭି ଅରିନ୍ଦମ ଙ୍କ ସ୍ମୃତି ମାନେ ରଖିବା ପାଇଁ ଘୋଷଣା କରିଛି । ତେବେ ପ୍ରତିବର୍ଷ ଜଣେ ମେଧାବୀ ଛାତ୍ର ବା ଛାତ୍ରୀ ଙ୍କୁ ସମ୍ବାଦିକତା ପାଠ୍ୟକ୍ରମ ରେ ବୃତ୍ତି ଦେବାକୁ ଓଟିଭି ର ଏମଡ଼ି ଘୋଷଣା କରିଛନ୍ତି ।

ତେବେ ଓଟିଭି କାର୍ଯ୍ଯାଳୟ ରେ ମୃତ ଅରିନ୍ଦମ ଙ୍କ ଏକାଦଶ ଟି କୁ ପାଳନ କରିବା ସହ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୂର୍ବ ରୁ ଓଟିଭି ତାଙ୍କ ପରିବାର ପାଇଁ 20 ଲକ୍ଷ ଟଙ୍କା ଘୋଷଣା କରି ସରିଛି । ତେବେ ଓଟିଭି ଏମଡ଼ି ଶୋକ ପ୍ରକାଶ କରି କହିଥିଲେ ଯେ ଅରିନ୍ଦମ ଙ୍କ ସ୍ଥାନ ଆଉ କେହି ବି ପୂରଣ କରି ପାରିବେ ନହିଁ । ତେବେ ତାଙ୍କ ଦେହାନ୍ତ ରେ ପରିବାର ଯେତିକି ଦୁଃଖ କରିଛନ୍ତି ସେତିକି ଓଡିଶା ବାସୀ ମାନେ ମନ ଦୁଃଖ କରିଛନ୍ତି ।


ତେବେ ବନ୍ଧୁଗଣ ଯେତେ ଆର୍ଥିକ ସହାୟତା ମିଳିଥିଲେ ମଧ୍ୟ ଏହି ଅପୂରଣୀୟ କ୍ଷତି ପୂରଣ କରି ପାରିବ ନହିଁ , ତେବେ ବର୍ତ୍ତମାନ ସମୟ ରେ ଅରିନ୍ଦମ ଙ୍କ ପରିବାର ଆମ ପରିବାର ବୋଲି ଓଟିଭି ଏମଡ଼ି କହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହାତୀ କୁ ଉଦ୍ଧାର କରୁଥିବା ସମୟ ରେ ବୋଟ ଟି ଓଲଟି ଯିବା ରୁ ସାମ୍ବାଦିକ ଅରିନ୍ଦମ ଓ ଯବାନ ସୀତାରାମ ମୃତ୍ୟୁ କରିଥିଲେ ଓ ଅନ୍ୟ ସମସ୍ତେ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇ ବର୍ତ୍ତମାନ ସମୟ ରେ ସୁସ୍ଥ ଅଛନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ର ଯାହା ବଡ ଖବର ଯେ ପ୍ରତି ବର୍ଷ ଅରିନ୍ଦମ ଙ୍କ ସ୍ମୃତି ମନେ ରଖିବା ପାଇଁ ସ୍କୋଲ୍ଲାର୍ଷିପ ଦିଆଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.