Breaking News

ଶୁଟିଙ୍ଗ ସେଟ ସମୟରେ ଘଟିଲା ଅଘଟଣ, ଶୁଟିଙ୍ଗ ସେଟ ସମୟରେ ଛାତରୁ ଖସି ପଡିଲେ ଲିଙ୍କୁନ (Linkun) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ର ଲାଗିଛି । ତେବେ ଏହି ଭିଡିଓ ଟି କୁ ଯିଏ ବି ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଜୀବ , ହଁ ବନ୍ଧୁ ଏହି ଭିଡିଓ ରେ ଜଣେ ଲୋକ ପ୍ରିୟ ଅଭିନେତା ଶୁଟିଙ୍ଗ ସେଟ ସମୟ ରେ ଛାତ ରୁ ଖସି ଯାଉଥିବା ଅଳ୍ପ କେ ଉଦ୍ଧାର ହୋଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତା ଜଣକ କିଏ ଓ ସେ କାହିଁକି ଛାତ ଉପରୁ ଖସି ପଡିଲେ ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ଙ୍କ ପ୍ରିୟ ଅଭିନେତା ଲିକୁନ ଚୌଧୁରୀ ଯିଏ କି ବର୍ତ୍ତମାନ ସମୟ ରେ ତରଂଗ ଟିଭି ର ଲୋକ ପ୍ରିୟ ଧାରାବାହିକ ସିନ୍ଦୁର ଅଧିକାର ରେ ମିଠୁ ଚରିତ୍ର ରେ ଅଭିନୟ କରୁଛନ୍ତି । ଏହି ଧାରାବାହିକ ରେ ସେ ମୁଖ୍ୟ ଅଭିନେତା ଆରବ ଙ୍କ ବଡ ଭାଇ ଚରିତ୍ର ରେ ଜବରଦସ୍ତ ଅଭିନୟ କରୁଛନ୍ତି । ତେବେ ଏହି ଧାରାବାହିକ ପୂର୍ବ ରୁ ଆପଣ ମାନେ ଲିକୁନ ଙ୍କୁ ସିନ୍ଦୁର ବିନ୍ଦୁ ରେ ଅଭିନୟ କରୁଥିଲେ ।

ତେବେ ଲିକୁନ ବହୁ ଗୁଡିଏ ଆଲବମ ରେ ମଧ୍ୟ ନଜର ଆସିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ସିନ୍ଦୁର ଅଧିକାର ରେ ଅଭିନୟ ଜାରି ରଖିଛନ୍ତି , ତେବେ ଏହି ଧାରାବାହିକ ରେ ଲିକୁନ ଙ୍କ ଏକ ଶୁଟିଙ୍ଗ ଥିଲା ଯେଉଁଥିରେ ସେ ଛାତ ଉପରୁ ଖସିବେ ତେବେ ଲିକୁନ ଙ୍କ ହାତ କୁ କିଛି ଲୋକ ଧରିଥିଲେ ଓ ଏହି ଦୃଶ୍ୟ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବ ରେ ଲାଗିଛି । ତେବେ ବର୍ତ୍ତମାନ ସମୟ ରେ ଲିକୁନ ସୁସ୍ଥ ଅଛନ୍ତି ଓ ଭଲ ମଧ୍ୟ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.