ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ରାଜ୍ୟ ସରକାର ଭଳି କେନ୍ଦ୍ର ସରକାର ଙ୍କ ବି ମଧ୍ୟ ବହୁ କାର୍ଡ ଅଛି ଓ ଏହି କାର୍ଡ ସୁବିଧା ମଧ୍ୟ ଲୋକ ମାନେ ପାଉଛନ୍ତି , ହଁ ବନ୍ଧୁ ଯେମିତି କି ବର୍ତ୍ତମାନ ପିଏମ କିଶାନ ଯୋଜନା ରେ ଚାଷୀ ଭାଇ ମାନ ଙ୍କୁ ଆକାଉଣ୍ଟ କିଛି ସହାୟତା ରାସୀ ମିଳୁଛି । ତେବେ ବର୍ତ୍ତମାନ ସମୟ ରେ ଏହି ପିଏମ କିଶାନ ଯୋଜନା କୁ ନେଇ ଏକ ବଡ ଖବର ଆସି ଯାଇଛି ଯେ ଯେଉଁ ଚାଷୀ ଭାଇ ମାନେ ଏହା ସୁବିଧା ବା ଟଙ୍କା ପାଇ ନାହାଁନ୍ତି , ତାହେଲେ ବର୍ତ୍ତମାନ ଠାରୁ ପାଇବେ ଓ ସେଥିପାଇଁ ଆପଣ ମାନେ ଆମର ଏହି ପେଜ କୁ ସେସ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ପିଏମ କିଶାନ ଯୋଜନା ର ନବମ କିସ୍ତି ପ୍ରକାଶ କରିଥିଲେ , ଓ ଏହି ନବମ କିସ୍ତି ରେ 9.75 କୋଟି କୃଶକ ଆକାଉଣ୍ଟ କୁ 19500 କୋଟି ଟଙ୍କା ପଠାଯାଇଥିଲା । ତେବେ ବହୁ ଲୋକ ଅଛନ୍ତି ଯେଉଁମାନେ ଙ୍କ ନାମ ପଞ୍ଜୀକୃତ ହୋଇଥ୍ଜିଲେ ମଧ୍ୟ ଆକାଉଣ୍ଟ କୁ ଟଙ୍କା ଆସୁ ନହିଁ । ତେବେ କଣ ପାଇଁ ଆସୁ ନହିଁ ଏହାର ବଡ କାରଣ ହେଲା ଯେ ଯଦି ଆପଣ ଦେଇଥିବା ଡକୁମେଣ୍ଟ ରେ ଯଦି କିଛି ବି ଭୁଲ ଥାଏ ତାହେଲେ କିସ୍ତି ବନ୍ଦ ହୋଇଯିବ ।
ଯେମିତି କି ଡକୁମେଣ୍ଟ ରେ ଭୁଲ କିମ୍ବା ଆକାଉଣ୍ଟ ନମ୍ବର ଭୁଲ ଥିଲେ ଓ ଦିଆଯାଇଥିବା ଆଧାର କାର୍ଡ ରେ ନାମ ମଧ୍ୟ ସମାନ ରହିବା ଉଚିତ । ତେବେ ଏହି ସ୍କିମ ରେ ଆବେଦନ କରିବା ର ଅଫିସିଆଲ ୱେବସାଇଟ ହେଉଛି pmkisan.gov.in ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ