Breaking News

PM Kisan Yojana ଦ୍ଵାରା କୃଷକ ମାନେ ପାଇବେ ୧୨ ହଜାର ଟଙ୍କା, ଜାଣନ୍ତୁ କିପରି ଏଥି ପାଇଁ ଆବେଦନ କରିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ରାଜ୍ୟ ସରକାର ଭଳି କେନ୍ଦ୍ର ସରକାର ଙ୍କ ବି ମଧ୍ୟ ବହୁ କାର୍ଡ ଅଛି ଓ ଏହି କାର୍ଡ ସୁବିଧା ମଧ୍ୟ ଲୋକ ମାନେ ପାଉଛନ୍ତି , ହଁ ବନ୍ଧୁ ଯେମିତି କି ବର୍ତ୍ତମାନ ପିଏମ କିଶାନ ଯୋଜନା ରେ ଚାଷୀ ଭାଇ ମାନ ଙ୍କୁ ଆକାଉଣ୍ଟ କିଛି ସହାୟତା ରାସୀ ମିଳୁଛି । ତେବେ ବର୍ତ୍ତମାନ ସମୟ ରେ ଏହି ପିଏମ କିଶାନ ଯୋଜନା କୁ ନେଇ ଏକ ବଡ ଖବର ଆସି ଯାଇଛି ଯେ ଯେଉଁ ଚାଷୀ ଭାଇ ମାନେ ଏହା ସୁବିଧା ବା ଟଙ୍କା ପାଇ ନାହାଁନ୍ତି , ତାହେଲେ ବର୍ତ୍ତମାନ ଠାରୁ ପାଇବେ ଓ ସେଥିପାଇଁ ଆପଣ ମାନେ ଆମର ଏହି ପେଜ କୁ ସେସ ପର୍ଯ୍ୟନ୍ତ ପଢନ୍ତୁ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ପିଏମ କିଶାନ ଯୋଜନା ର ନବମ କିସ୍ତି ପ୍ରକାଶ କରିଥିଲେ , ଓ ଏହି ନବମ କିସ୍ତି ରେ 9.75 କୋଟି କୃଶକ ଆକାଉଣ୍ଟ କୁ 19500 କୋଟି ଟଙ୍କା ପଠାଯାଇଥିଲା । ତେବେ ବହୁ ଲୋକ ଅଛନ୍ତି ଯେଉଁମାନେ ଙ୍କ ନାମ ପଞ୍ଜୀକୃତ ହୋଇଥ୍ଜିଲେ ମଧ୍ୟ ଆକାଉଣ୍ଟ କୁ ଟଙ୍କା ଆସୁ ନହିଁ । ତେବେ କଣ ପାଇଁ ଆସୁ ନହିଁ ଏହାର ବଡ କାରଣ ହେଲା ଯେ ଯଦି ଆପଣ ଦେଇଥିବା ଡକୁମେଣ୍ଟ ରେ ଯଦି କିଛି ବି ଭୁଲ ଥାଏ ତାହେଲେ କିସ୍ତି ବନ୍ଦ ହୋଇଯିବ ।


ଯେମିତି କି ଡକୁମେଣ୍ଟ ରେ ଭୁଲ କିମ୍ବା ଆକାଉଣ୍ଟ ନମ୍ବର ଭୁଲ ଥିଲେ ଓ ଦିଆଯାଇଥିବା ଆଧାର କାର୍ଡ ରେ ନାମ ମଧ୍ୟ ସମାନ ରହିବା ଉଚିତ । ତେବେ ଏହି ସ୍କିମ ରେ ଆବେଦନ କରିବା ର ଅଫିସିଆଲ ୱେବସାଇଟ ହେଉଛି pmkisan.gov.in ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *