ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ଯେ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୁ ମୋ ଜୀବନ ସାଥୀ । ତେବେ ଜୀବନ ସାଥୀ ଧାରାବାହିକ ରେ ଅଭିନୟ କରୁଥିବା ଆଦି ଓ ଭକ୍ତି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଥିଲା । ଜୀବନ ସାଥୀ ଧାରାବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି । ତେବେ ବନ୍ଧୁଗଣ ସେମାନ ଙ୍କ ଜବରଦସ୍ତ ଅଭିନୟ ସେମାନ ଙ୍କୁ ଲୋକ ପ୍ରିୟ କରିବା ସହିତ ଜୀବନ ସାଥି ଧାରାବାହିକ ଟି ଲୋକ ପ୍ରିୟ କରାଇ ପାରିଥିଲା ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଦି ଙ୍କ ପ୍ରକୃତ ନାମ ଆମର ହୋଇଥିବା ସମୟ ରେ ଭକ୍ତି ଙ୍କ ନାମ ଜେସୀ ରହିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ରିଲ ଲାଇଫ ସମ୍ପର୍କ ଅପେକ୍ଷା ରିଅଲ ଲାଇଫ ର ସମ୍ପର୍କ କୁ ନେଇ ବେସ ଚର୍ଚ୍ଚା ରେ ଥାନ୍ତି । ହଁ ବନ୍ଧୁ ସୋସିଆଲ ମିଡିଆ ରେ ଶୁଣିବାକୁ ମିଳିଥାଏ ଯେ ଆଦି ଓ ଭକ୍ତି ଙ୍କ ପ୍ରେମ ସମ୍ପର୍କ ବିଷୟ ରେ , ତେବେ ଏହା ପଛ ରେ କଣ ସତ୍ୟାସତ୍ୟ ଅଛି ତାହା ଜଣା ପଡି ନହିଁ ।
ତେବେ ବର୍ତ୍ତମାନ ସମୟ ରେ ଜେସୀ ଓ ଅମର ଏକ ଇଣ୍ଟରଭ୍ୟୁ ରେ କହିଥିଲେ ସେମାନେ ଭଲ ସାଙ୍ଗ ବୋଲି , ତେବେ ଏହି ଦୁଇ ଯୋଡି ଙ୍କୁ ପଚରା ଯାଇଥିଲା ଯେ କଣ ସତ ରେ ଉଭୟ ଆଗାମୀ ଦିନ ଭିତରେ ରିଅଲ ଲାଇଫ ରେ ବିବାହ କରିବାକୁ ଯାଉଛନ୍ତି , ତେବ ଏହାର ଉତ୍ତର ଉଭୟ ମନା ନ କରିଥିଲେ ଓ କହିଥିଲେ ସେମିତି କହି ହେଉନି , ହୋଇପାରେ ନ ହୋଇ ପରେ ମଧ୍ୟ , ତେବେ ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ପରସ୍ପର କୁ ଭଲ ପାଉଛନ୍ତି ବୋଲି । ତେବେ ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ ସେହି ଇଣ୍ଟରଭ୍ୟୁ ରେ ଅମର ଜେସୀ ଙ୍କୁ ପ୍ରପୋଜ କରିଥିଲେ କିନ୍ତୁ ଜେସୀ ହସ ରେ ଉଡାଇ ଦେଇଥିଲେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ