Breaking News

ଫୁଣି ଘଟିଲା ଅଘଟଣ ମହାନଦୀରେ ଭା-ସି-ଗ-ଲେ ବାପା, ପୁଅ ଓ ଝିଅ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମହାନଦୀ କୁ ଗୋଟିଏ ପରିବାର ବାପା,ପୁଅ,ଝିଅ ଗାଧୋଇ ବାକୁ ଯାଇଥିବା ସମୟ ରେ ପାଣି ରେ ଭା-ସି ଯାଇଛନ୍ତି , ତେବେ ବର୍ତ୍ତମାନ ସମୟ ରେ ସାହାର୍ଯ୍ୟକାରୀ ଦଳ ବାପା ପୁଅ ଙ୍କୁ ଉଦ୍ଧାର କରିଥିବା ସମୟ ରେ ଝିଅ ର ପତ୍ତା ମିଳୁଣୀ , ତେବେ ବାପା ପୁଅ ଙ୍କୁ ଗୁରୁତର ବସ୍ତା ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ତେବେ ବନ୍ଧୁଗଣ ଏହି ଭଳି ଆଶ୍ଚର୍ଯ୍ୟ ଭଳି ଖବର ଦେଖିବାକୁ ମିଳିଛି ସମ୍ବଳପୁର ଜିଲ୍ଲା ଦଳେଇପଡ ଘାଟ ରେ ଘଟିଛି । ତେବେ ପେନସନପଡା ବାପା ଅଫତବ ଓ 15 ବର୍ଷ ର ପୁଅ ଓ 12 ବର୍ଷ ର ଝିଅ କୁ ନେଇ ମହାନଦୀ ଦଳେଇପଡା ର ଘାଟ କୁ ଗାଧଉଥିଲେ , ଟିକେ ଭୁଲ ପାଇଁ 3 ଜଣ ଯାକ ଭାସି ଯାଇଥିଲେ , ତେବେ ଭାସି ଯିବା ପରେ ଚି-ତ୍କା-ର କରିଥିଲେ ଓ ଏହି ଚିତ୍କାର ସ୍ଥାନୀୟ ଲୋକ ଶୁଣିବା ପରେ ଉଦ୍ଧାର କାର୍ଯ୍ୟ ରେ ଲାଗି ପଡିଥିଲେ ।


ତେବେ ଏହି ଖବର ଅଗ୍ନିସମ ବିଭାଗ ଜାଣିବା ପରେ ସେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ , ତେବେ ବାପା ପୁଅ କୁ ଉଦ୍ଧାର ହୋଇ ମେଡିକାଲ ପଠା ଯାଇଛି ଓ ଝିଅ ର ଏ ପର୍ଯ୍ୟନ୍ତ ପତ୍ତା ମିଳି ନହିଁ । ତେବେ ବାପା,ପୁଅ ଉଦ୍ଧାର ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.