Breaking News

ମା ଚାଲିଯିବାର ୬ ଦିନ ପରେ ଗୁଡୁ (Gudu) ସୋସିଆଲ ମିଡିଆରେ ପୋଷ୍ଟ କରି ଏମିତି ଲେଖିଲେ, ଆଖିରେ ଲୁହ ରହିବନି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ଗୁଡୁ ଙ୍କ ମା ଗୀତାଞ୍ଜଳି ଏକ ଦୁ-ର୍ଘ-ଟ-ଣା ରେ ମୃତ୍ୟୁ କରିଥିଲେ । ତେବେ ବନ୍ଧୁଗଣ ଗୁଡୁ ଙ୍କ ମା ସ୍ବର୍ଗତଃ ଗୀତାଞ୍ଜଳି ଦାସ ଆମ ଓଡିଆ ଇଣ୍ଡଷ୍ଟ୍ରି ର ମେକପ ଆର୍ଟିସ୍ଟ ଭାବେ ବେସ ପରିଚିତ ଥିଲେ , ତେବେ ସେ ମଧ୍ୟ ନିଜସ୍ଵ ଏକ ମେକପ ଷ୍ଟୂଡିଓ ଖୋଲିଥିଲେ ।


ତେବେ ଗୁଡୁ ତାଙ୍କ ମା ଙ୍କୁ ହରାଇ ବେସ ଦୁଃଖ ରେ ଭାଙ୍ଗି ପଡିଛନ୍ତି , ହଁ ବନ୍ଧୁ ଏ ଦୁନିଆ ରେ ପିଲା ମାନ ଙ୍କ ପାଇଁ ମା ସବୁକିଛି ହୋଇଥାଏ । ତେବେ ମା ଚାଲିଗଲା ପରେ ନିଶ୍ଚୟ ତାର ପିଲା ବହୁତ ଦୁଃଖ ରେ ଭାଙ୍ଗି ପଡନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ଗୁଡୁ ଙ୍କ ମୁହଁ ରେ ହସ ଦେଖିବା ସହିତ ତାଙ୍କ କଥା ମଧ୍ୟ ସମସ୍ତ ଙ୍କୁ ହସି ଥାଏ । କିନ୍ତୁ ଗୁଡୁ ତାଙ୍କ ମା ଙ୍କ ଦେହାନ୍ତ ହେବା ବହୁତ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଓ ଆଖି ରୁ ମଧ୍ୟ ଲୁହ ସୁଖୀ ନହିଁ ।

ତେବେ ଏହାରି ଭିତରେ ଗୁଡୁ ଙ୍କ ମା ମାରିବା ର 6 ଦିନ ହୋଇ ଗଲାଣି , ତେବେ ବର୍ତ୍ତମାନ ସମୟ ରେ ଗୁଡୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଏମିତି ଲେଖି ପୋଷ୍ଟ କରିଛନ୍ତି ଯାହାକୁ ତାଙ୍କ ପ୍ରଶଂସକ ମାନେ ଦେଖି ଭାବ ବିହୋଲ ହୋଇଯାଇଛନ୍ତି । ହଁ ବନ୍ଧୁ ସେ ଏଥିରେ ଲେଖିଛନ୍ତି ଯେ ଆଜି କୁ ମୋ ମା ମାରିବାର 6 ଦିନ ହୋଇଗଲାଣି , ସେ ମୋତେ ଛାଡି ସବୁଦିନ ପାଇଁ ଚାଲିଯାଇଛି , ମୋତେ ଆଉ କିଏ ବାୟା ବୋଲି ଡାକିବ କିଏ ଧନ ବୋଲି ଆଉ ଡାକିବ , କିଏ ମୋତେ ଖୁଆଇ ଦେବ ଭଳି ଅନେକ କିଛି ଲେଖିଛନ୍ତି ଓ ସେସ କୁ ଲେଖିଛନ୍ତି ତୋର ଆତ୍ମା କୁ ଶାନ୍ତି ମିଳୁ ତୁ ଯେଉଁଠାରେ ରହ ଭଲ ରହ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *