Breaking News

ନବୀନ ସରକାରଙ୍କ ବଡ ଘୋଷଣା ଏବେ Biju Swasthya Kalyan Yojana ରେ କାର୍ଡ ଦେଖାଇ ମାଗଣା ଚିକିତ୍ସା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ନବୀନ ସରକାର ଆମ ପାଇଁ ବହୁତ କିଛି କରୁଛନ୍ତି , ଯେମିତି କି ଯୋଜନା ମାଧ୍ୟମ ରେ ଲୋକ ମାନ ଙ୍କୁ ସୁବିଧା ଯୋଗାଇ ଦେବା ଭଳି ଅନେକ ସୁବିଧା ପାଇଁ ଅନେକ ଯୋଜନା ବାହାର କରିଛନ୍ତି ଆମ ପ୍ରିୟ ନବୀନ ସରକାର । ହଁ ବନ୍ଧୁ ଆମ ପ୍ରିୟ ନବୀନ ସରକାର ଏହି ଯୋଜନା ବାହାର କରି ଆମ ରାଜ୍ୟ ରେ ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ହେବା ସହିତ ବାହାର ରାଜ୍ୟ ରେ ବି ମଧ୍ୟ ବେସ ଚର୍ଚ୍ଚା ରେ ଅଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ରାଜ୍ୟ ସରକାର ଆଉ ଏକ ଯୋଜନା ଆସି ଅଛି ଓ ଏହି ଯୋଜନା ଟି ଆରମ୍ଭ ମଧ୍ୟ ହୋଇସାରିଲାଣି । ତେବେ ଏହି ଯୋଜନା ଟି ର ନାମ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ସ୍ମାର୍ଟ କାର୍ଡ । ହଁ ବନ୍ଧୁ ଏହି କାର୍ଡ ଟି ଗତକାଲି ଆମ ପ୍ରିୟ ସରକାର ଗଜପତି ଜିଲ୍ଲା କୁ ଦିନିକିଆ ଗସ୍ତ ରେ ଆସି ଏହି କାର୍ଡ ଟି କୁ ବଣ୍ଟନ କରିଛନ୍ତି । ତେବେ ନବୀନ ସରକାର କହିଛନ୍ତି ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ ।

ତେବେ ପରିବାର ଯେ କୌଣସି ସଦସ୍ୟ ରୋଗ ରେ ପୀଡିତ ହେଲେ ଚିନ୍ତା ବଢିଥାଏ ଓ ଏହାର କାରଣ ହେଲା ଚିକିତ୍ସା ପାଇଁ ଅର୍ଥ ର ଅଭାବ , ସବୁଠୁ ବଡ କଥା ନବୀନ ସରକାର କହିଛନ୍ତି ଯେ କିଏ ଚିକିତ୍ସା ପାଇଁ ଜମି ବିକିଛୁ ତ ଔ କିଏ ସୁନା ,ଗହଣା ବନ୍ଧା ପକାଏ ଥାଏ ଓ କିଛି ଲୋକ ଚିକିତ୍ସା ପାଇଁ ନିଜ ପିଲା ମାନ ଙ୍କ ପାଠପଢା ବନ୍ଦ କରି ଦେଇଥାନ୍ତି ।

ତେବେ ଏହି କଥା ଶୁଣିବ ପରେ ମୋତେ ଦୁଃଖ ଲାଗିଲା ଓ ସେଥିପାଇଁ ଆପଣ ଙ୍କ ଦୁଃଖ କୁ ଦୂର କରିବା ପାଇଁ ଏହି ସ୍ମାର୍ଟ କାର୍ଡ ଆସିଯାଇଛି , ତେବେ ଚିକିତ୍ସା ଅର୍ଥ ରୁ ଆପଣ ମାନେ ସଞ୍ଚୟ କରି ପିଲା ମାନ ଙ୍କ ପାଠ ପଢାଇବା ସହିତ ଘର ଖର୍ଚ୍ଚ ମଧ୍ୟ ଉଠାଇ ପାରିବେ । ତେବେ ସମସ୍ତ ଙ୍କ ଜୀବନ ମୋ ପାଇଁ ମୂଲ୍ଯବାନ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.