Breaking News

କରୋନା କୁ ରୋକିବା ପାଇଁ ଆସିଲା ନୂଆ ଗାଇଡଲାଇନ, ଶୀତଦିନ ପାଇଁ ଆସିଲା କରୋନାର ନୂଆ ଗାଇଡଲାଇନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ କରୋନା ର ସଂ-କ୍ର-ମି-ତ ଙ୍କ ସଂଖ୍ୟା କମିଥିଲେ ମଧ୍ୟ କରୋନା ବିପଦ ଟଳି ନହିଁ କେତେବେଳେ କଣ ହେବ ତାହା ଜଣ ସାଧାରଣ ଙ୍କ ଉପରେ ନିର୍ଭର କରେ , ଯଦି ସରକାର ଙ୍କ ଗାଇଡ ଲାଇନ କୁ ଲୋକ ମାନେ ଅନୁସରଣ କରି ଭଲ ରେ ପାଳନ କରିବେ ତ ଏହି ବିପଦ ରୁ ଆମେ ପୁଣି ଥରେ ରକ୍ଷା ପାଇ ପାରିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗ କ ଆସୁଛି ଶୀତ ଦିନ ଓ ଶୀତ ଦିନେ କରୋନା ବହୁତ ପ୍ରଭାବଶାଳି ହୋଇଥାଏ ।


ତେବେ ସେଥିପାଇଁ ଏଣିକି ଭୁବନେଶ୍ବର ରେ ବିବାହ ଘର, ବ୍ରତ ଘର ଓ ଶୁଦ୍ଧ କ୍ରିୟା ରେ 50 ଅତିଥି ଯୋଗ ଦେଇ ପାରିବେ ଓ 50 ରୁ ଅଧିକ ଅତିଥି ଯୋଗ ଦେଇ ପାରିବେ ନହିଁ ତେବେ ଶୀତ ଦିନ ଦେଖି ବିଏମସି ଗାଇଡ ଲାଇନ ଜାରି କରିଛି । ତେବେ ଏହି ସବୁ କାର୍ଯ୍ୟ କରିବାକୁ ଯାଉଥିଲେ ବିଏମସି ଅଧିକାରୀ ଙ୍କ ଠାରୁ ଅନୁମତି ଆଣିବାକୁ ପଡିବ ।

ତେବେ ବୃଦ୍ଧ ଲୋକ , ଗ-ର୍ଭ-ବ-ତୀ ଓ 10 ବର୍ଷ ରୁ ଶିଶୁ ମାନେ ଯୋଗ ଦେଇ ପାରିବେ ନହିଁ , ଅନ୍ୟ ମାନେ ଏହି କାର୍ଯ୍ୟ ରେ ଅଂଶଗ୍ରହଣ କଲେ ମାକ୍ସ ବ୍ୟବହାର ସହିତ ଥର୍ମାଳ ସ୍କିନିଙ୍ଗ ଚେକ ହେବ , ତେବେ ଏହି ନିୟମ ପାଳନ ହେଉଛି କି ନାଇଁ ସ୍କ୍ବାର୍ଡ ପାର୍ଟି ଚେକ କରିବାକୁ ଯିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *