Breaking News

ଅରିନ୍ଦମଙ୍କ ଏକାଦଶାହ କୁ ଯାଇ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର କିଛି ଏମିତି କହିଲେ – ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ତଳେ ହାତୀ କୁ ଉଦ୍ଧାର କରିବାକୁ ଯାଇଥିବା ଆମ ଓଡ୍ରାଫ ଦଳ ଓ ରିପୋର୍ଟର ଯାଇଥିଲେ କିନ୍ତୁ ଉଦ୍ଧାର କରୁଥିବା ସମୟ ରେ ଯେଉଁ ଭଳି ଭାବେ ଅଘଟଣ ଘଟିଗଲା ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ହଁ ବନ୍ଧୁ ଓଡ୍ରାଫ ଟିମ ର ଜଣେ ଯବାନ ଓ ଆମ ମାନ ଙ୍କ ପ୍ରିୟ ଅରିନ୍ଦମ ସେହି ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ , ଯାହା ଫଳ ରେ କି ଓଡିଶା ବାସୀ ବହୁତ ଦୁଃଖ ପ୍ରକାଶ କରିଥିଲେ ।

ତେବେ ବନ୍ଧୁଗଣ ଏହି ଦୁ-ର୍ଘ-ଟ-ଣା ପରେ କିଛି ଲୋକ ଅରିଦମ ଙ୍କ ଏହି କାର୍ଯ୍ୟ କୁ ନି-ନ୍ଦା କରିଥିଲେ ଓ ସେମାନ ଙ୍କ ମଧ୍ୟ ରୁ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ମଧ୍ୟ ଅରିବିନ୍ଦ ଙ୍କୁ ନେଇ ଯେଉଁ ଭଳି ଭାବେ ପ୍ରତିକ୍ରିୟା ରଖିଥିଲେ ଯାହାକି ଅରିନ୍ଦମ କୁ ଆକ୍ଷେପ କରି ତାଙ୍କୁ ନିନ୍ଦା କରୁଥିବା ର କଥା ବୋଲି କହିଥିଲେ । ତେବେ ତାଙ୍କର ଏହି କଥା ଙ୍କୁ ଜନସାଧାରଣ ଶୁଣିବ ପରେ ମନୋରଞ୍ଜନ ଙ୍କୁ ବହୁ କଟାକ୍ଷ କଥା କହିଥିଲେ । ତେବେ ବର୍ତ୍ତମାନ ସମୟ ରେ ସେହି କଥା କୁ ନେଇ ମନୋରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ ଅରିନ୍ଦମ ମୃତ ଖବର ଶୁଣି ମୁଁ ଗ୍ରହଣ କରି ପରି ନଥିଲି ଓ ମନ ର ଦୁଃଖ କୁ ପ୍ରକାଶ କରିଥିଲେ ଓ ଏହା ପରେ ମନୋରଞ୍ଜନ ଙ୍କୁ ସମସ୍ତେ କଟାକ୍ଷ କଥା କହିଥିଲେ ଓ ମିଡିଆ ମାନେ ମଧ୍ୟ ମୋତେ ଏମିତି ଦେଖିଲେ ଯେ ମୁଁ ସମସ୍ତ ଙ୍କ ଆଗ ରେ ଭିଲ୍ଲୀଆନ ହୋଇଗଳି ଓ ଯେମିତି କି ଅରିନ୍ଦମ ବିଷୟ ରେ ମୁଁ କାଟୁ ଟିପ୍ପଣୀ ଦେଉଛି । ଅରବିନ୍ଦ ମୋ ସାନ ଭାଇ ଭଳି ଥିଲା ଓ ତାର ମୃ-ତ୍ୟୁ ରେ ମୁଁ ବହୁତ ଦୁଃଖ ପ୍ରକାଶ କରୁଛି । ତେବେ ଅରିନ୍ଦମ ଯେଉଁ ବାର୍ତ୍ତା ଦେଇଗଲେ ତାକୁ ପାଳନ କରିବା । ତେବେ ଜୀବନ ରେ ଏମିତି କିଛି କାର୍ଯ୍ୟ କରିବାନି ଯେଉଁଥିରେ ଆମର ଜୀବନ ନେଇଯିବ , ତେବେ ଏହି ଭଳି ଅନେକ କିଛି କହିଥିଲେ ମନୋରଞ୍ଜନ ମିଶ୍ର ॥


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.