Breaking News

ସରକାର ଦେଲେ ଖୁସି ଖବର, ଆରମ୍ଭ ହେଲା Punarbas Yojona, ନାମ ଥିଲେ ମିଳିବ ୫୦ ହଜାର ଟ-ଙ୍କା ସହାୟତା ରାଶି, ଦେଖନ୍ତୁ ଏହା କେଉଁ ମାନେ ପାଇବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ପ୍ରିୟ ସରକାର ନବୀନ ସରକାର ଆମ ରାଜ୍ୟ ର ବହୁ ଗରିବ ଲୋକ ମାନ ଙ୍କ ପାଇଁ ବହୁ ଯୋଜନା ଆଣି ତାର ସୁବିଧା ଯୋଗାଉଛନ୍ତି । ତେବେ ବର୍ତ୍ତମାନ ସମୟ ରେ ରାଜ୍ୟ ସରକାର ଆଉ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ଓ ଏହି ଯୋଜନା ର ନାମ ହେଉଛି ପୂର୍ଣ୍ଣ ବାସ ଯୋଜନା , ତେବେ ଏହି ଯୋଜନା ଟି କଣ ଏଥିରେ କେଉଁମାନେ ସୁବିଧା ପାଇ ପାରିବେ ଓ କେଉଁ ମାନ ଙ୍କୁ ୫୦ ହଜାର ଟଙ୍କା ମିଳିବ , ସବୁ କିଛି ଜାଣିବାକୁ ଆମର ଏହି ପେଜ ମାଧ୍ୟମ ରେ ।

ତେବେ ଆହୁରି ଜାଣିବା ଯେ କୁ-ଷ୍ଟ-ରୋ-ଗୀ ରୋଗ ରୁ ମୁକ୍ତି ପାଇଥିବା ଲୋକ ମାନ ଙ୍କ ର ପୂର୍ଣ୍ଣବାସ ,ପିଲା ଙ୍କ ପାଠ ପଢା ଖର୍ଚ୍ଚ ପାଇଁ କେଟେଟଙ୍କା ରହିଛି ଜାଣିବା , ତାହେଲେ ବନ୍ଧୁଗଣ କୁ-ଷ୍ଠ ରୋ-ଗୀ ମାନେ ସମାଜ ରେ ସମ୍ମାନ ସହ ବଞ୍ଚିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ ହୋଇଛି ନୂଆ ଯୋଜନା , ତେବେ ଆତ୍ମନିର୍ଭଳଶୀଳ କରାଇବ ସହିତ ସେମାନ ଙ୍କୁ ପିଲା ଙ୍କ ପାଠ ପଢା ପାଇଁ ସ୍କଲାରଶିପ ଯୋଜନା ଆରମ୍ଭ କଲେ । ତେବେ ଭାରତ ରେ ପ୍ରଥମ ଥର ପାଇଁ ଆମ ରାଜ୍ୟ ସରକାର ଏହି ଯୋଜନା ଟି ଆରମ୍ଭ କରିଛନ୍ତି ।

ତେବେ ଆତ୍ମନିର୍ଭରଶୀଳ ପାଇଁ ସାମାଜିକ ସୁରକ୍ଷା ଭି-ନ୍ନ-କ୍ଷ-ମ ସ-ଶ-କ୍ତି କରଣ ବିଭାଗ ଅଧୀନ ରେ ଆରମ୍ଭ ହୋଇଛି ପୂର୍ଣ୍ଣ ବାସ ଯୋଜନା । ତେବେ ସେମାନ ଙ୍କ ପିଲା ମାନ ଙ୍କ ପାଇଁ ପଞ୍ଚମ ରୁ ଦଶମ ପର୍ଯ୍ୟନ୍ତ ପିଲା ଙ୍କୁ ୮୦୦ ଟଙ୍କା ଓ ଦ୍ଵାଦଶ ରେ ପଡୁଥିବା ପିଲା ମାନ ଙ୍କ ପାଇଁ ୧୦୦୦ ଟଙ୍କା । ତେବେ ସ୍ନାତକ ବା ସ୍ନାତୋତ୍ତର କରୁଥିଲେ ୧୫୦୦ ଟଙ୍କା ଏବଂ ବୃତ୍ତିଗତ ପଢୁଥିଲେ ମାସ କୁ ୨୦୦୦ ହଜାର ଟଙ୍କା ମିଳିବ । ତେବେ କୁ-ଷ୍ଠ ରୋ-ଗ ସୁସ୍ଥ ହୋଇଥିବା ବ୍ୟକ୍ତି ମାନ ଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ରୁ ୫୦ ହଜାର ଟଙ୍କା ଦେବା ପାଇଁ ସୁବିଧା ରହିଛି । ତେବେ ଦେଖାଯାଉ ଏହା ଆଗାମୀ ଦିନ ମାନ ଙ୍କ ଭିତରେ ହିତାଧିକାରୀ ମାନ ଙ୍କୁ କେତେ ସାହାର୍ଯ୍ୟ କରୁଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.