Breaking News

ବଡ ଖବର, ଏଣିକି କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ, ବାପା ମା ଙ୍କୁ କଷ୍ଟ ଦେଲେ ୬ ମାସ ହେବ ଜେଲ

ଦର୍ଶକ ବନ୍ଧୁ ବର୍ତମାନ ସମୟ ର ବଡ ଖବର ଯେ ବାପା ମା ଙ୍କୁ ହଇରାଣ କରୁଥିବା ନିଜ ପିଲା ବର୍ତ୍ତମାନ ସମୟ ରେ ସାବାଡ ହେବେ । ହଁ ବନ୍ଧୁ ଯେଉଁ ପିଲା ମାନେ ନିଜ ବାପା ମା ହଇରାଣ କରୁଛନ୍ତି ସେହିମାନ ଙ୍କ ପାଇଁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ । ଏହି ନୂଆ ନିୟମ ବୃଦ୍ଧ ବାପା ,ମା ଙ୍କ ସୁରକ୍ଷା ପାଇଁ ଲାଗୁ ହେବ ଓ ଏହି ନିୟମ ରେ ଯେଉଁମାନେ ନିଜ ବାପା ମା ଙ୍କୁ କଷ୍ଟ ବା ବୃଦ୍ଧ କାଳେ ପରିତ୍ୟାଗ କରୁଥିବା ପୁତ୍ର ମାନ ଙ୍କୁ 3 ମାସ ବଦଳ ରେ 6 ମାସ ପର୍ଯ୍ୟନ୍ତ ଜେଲ ଦ-ଣ୍ଡ ଭୋଗିବାକୁ ପଡିବ ।


ତେବେ ବନ୍ଧୁଗଣ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ରେ ଜଣେ ବରିଷ୍ଠ ଅଧିକାରୀ ଙ୍କ ଖିବା ଅନୁଯାୟୀ ଏବେ ବିଭାଗ ପ୍ରଚଳିତ ମେଣ୍ଟାନାଶ ଆଣ୍ଡ ୱେଲଫେୟାର ଓଫ ପ୍ୟାରେଣ୍ଟ୍ସ ଆଣ୍ଡ ସିନିଯର ସିଟିଜେନ ଆକ୍ଟ – 2007 ର ତର୍ଜମା କରୁଛି ।, ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ବୃଦ୍ଧ ବାପା,ମା ଙ୍କ ଙ୍କ ସନ୍ତାନ ତାଲିକା ରେ କେଉଁମାନେ ସେହି ସ୍ଥାନ ରେ ପାଇବେ ସେ ନେଇ ମନ୍ତ୍ରଣାଳୟ ସଜ୍ଞା ନିରୂପଣ କରୁଛି । ତେବେ ଏହି ସନ୍ତାନ ମାନ ଙ୍କ ସ୍ଥାନ ରେ ପୋଷ୍ୟ ସନ୍ତାନ , ଝିଅ ଜ୍ଵାଇଁ,ନାତି,ନତୁଣୀ, ଓ ନାବାଳକ ସନ୍ତାନ ଆଦି ସ୍ଥାନ ପାଇବେ କି ନହିଁ ତାହା ତର୍ଜମା ଚାଲିଛି ।


ତେବେ ତର୍ଜମା ପରେ ମେଣ୍ଟାନାଶ ଆଣ୍ଡ ୱେଲଫେୟାର ଓଫ ପ୍ୟାରେଣ୍ଟ୍ସ ଆଣ୍ଡ ସିନିଯର ସିଟିଜେନ ଆକ୍ଟ-2018 ନାମକ ଏଯ ବିଲ ପ୍ରସ୍ତୁତ ହେବ । ତେବେ ଏହା ପ୍ରସ୍ତୁତ ହେବା ପରେ ପୁରୁଣା ନିୟମ ବନ୍ଦ ହୋଇଯିବ । ଏହି ନୂଆ ନିୟମ ଅନୁସାରେ ପିତାମାତା ଙ୍କ ଭରଣପୋଷଣ ପାଇଁ ଧାର୍ଯ୍ୟ ହୋଇଥିବା 10 ହଜାର ଟଙ୍କା ବୃଦ୍ଧି କରାଯିବ , ହଁ ବନ୍ଧୁ ଯେଉଁ ପିଲା ମାନେ ଅଧିକ ଟଙ୍କା ରୋଜଗାର କରୁଛନ୍ତି ସେମାନେ ବାପା ମା ଙ୍କ ଭରଣପୋଷଣ ପାଇଁ ଅଧିକ ଟଙ୍କା ନେଇପାରିବେ ।

ତେବେ ଯେଉଁ ପିଲା ମାନେ ପିତାମାତା ଙ୍କୁ ହଇରାଣ କରୁଛି ତେବେ ସେହି ପିତାମାତା ମାନେ ଚାହିଁଲେ ମେଣ୍ଟାନାଶ ତ୍ରିବ୍ୟୁନାଳ ର ଦ୍ଵାରସ୍ଥ ହୋଇ ଅଭିଯୋଗ କରି ପାରିବେ ପରେ ସେହି ପିଲା ମାନ ଙ୍କୁ ଦ-ଣ୍ଡ ଦିଆଯିବ ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *