Breaking News

ଶୁ-ଟି-ଙ୍ଗ ସେଟରେ ରାଜେଶ (Rajesh) ଓ ରିୟାଙ୍କ (Riya) ଝଗଡା, ରାଜେଶ ମୋବାଇଲ ଭାଙ୍ଗିଲେ ରିୟା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ କ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭାଇରାଲ ଭିଡିଓ ରେ ଲୋକ ପ୍ରିୟ ଅଭିନେତା ରାଜେସ ଓ ଅଭିନେତ୍ରୀ ରିୟା ପରସ୍ପର ସହିତ ଝ-ଗ-ଡା ହେଉଛନ୍ତି । ତେବେ ରିୟା ରା-ଗି ଯାଇ ରାଜେସ ଙ୍କ ହାତ ରୁ ମୋବାଇଲ ଟି ଛଡେଇ ନେଇ ତଳେ ଭାଙ୍ଗି ଦେଉଛନ୍ତି , ତେବେ ଏହିଭଳି କିଛି ଦେଖିବାକୁ ମିଳିଛି ସୋସିଆଲ ମିଡିଆ ରେ , ତେବେ ଆସନ୍ତୁ ଜାଣିବା ଏହା ପଛ ର କାରଣ କଣ ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ରାଜେସ ଙ୍କୁ ଜାଣିଥିବେ ସେ ବହୁ ଗୁଡିଏ ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ଘରେ ଘରେ ପରିଚିତ ବି ମଧ୍ୟ । ତେବେ ବନ୍ଧୁଗଣ ରାଜେସ ତୁଲସୀ ଧାରାବାହିକ ଅଭିନୟ କରି ଲୋକ ଲୋଚଣ କୁ ଆସିଥିଲେ ଓ ପରବର୍ତ୍ତୀ ସମୟ ରେ ସେ ବହୁ ଧାରାବାହିକ ରେ ଓ ଚଳଚିତ୍ର ରେ ଅଭିନୟ କରିଛନ୍ତି । ଠିକ ସେହିଭଳି ଆପଣ ମାନେ ରିୟା ଙ୍କୁ ମଧ୍ୟ ବହୁସରା ଚଳଚିତ୍ର ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ ।


ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶୁ-ଟି-ଙ୍ଗ ସେଟ ରେ ରିୟା ରା-ଗି ଯାଇ ରାଜେସ ଙ୍କ ଫୋନ ଟି କୁ ଆଣି ତଳେ ପକାଇ ଭାଙ୍ଗି ଦେଉଛନ୍ତି ଓ ପରେ କିଛି ସମୟ ପର୍ଯ୍ୟନ୍ତ ଏହି ଝଗଡା ଟି ରହିବା ପରେ ବନ୍ଦ ହୋଇ ଯାଉଛି । ତେବେ ବନ୍ଧୁଗଣ ଏହି ଦୃଶ୍ୟ ଟି ହେଉଛି ରିୟା ଓ ରାଜେସ ଙ୍କ ଆଗାମୀ ଦିନ ମାନ ଙ୍କ ଭିତରେ ଆସୁଥିବା ଏକ ଚଳଚିତ୍ର ର , ତେବେ ଏହା ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *