Breaking News

ଝିଅ ଭିୟୋନା ସହ ମିଶି ଜବରଦସ୍ତ ଡ୍ୟାନ୍ସ କଲେ ଓଡିଆ ଅଭିନେତ୍ରୀ ଆନିଶା ଶର୍ମା (Aanisha) – ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି କିଛି ନା କିଛି କାରଣ ରୁ ଓଡିଆ ଅଭିନୟ ଜଗତ ରୁ ଦୂରେଇ ରହୁଛନ୍ତି । ହଁ ବନ୍ଧୁ କେଉଁ ଅଭିନେତ୍ରୀ ବିବାହ ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥାନ୍ତି ତ ଔ କିଛି ଅଭିନେତ୍ରୀ ବିବାହ ରେ ଅଭିନୟ କରିଥାନ୍ତି କିନ୍ତୁ ମା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥାନ୍ତି । ଯେମିତି କି ବର୍ତ୍ତମାନ ସମୟ ରେ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଅନିଶା ଶର୍ମା ମା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଅନିଶା ଙ୍କ ଏକ ଭିଡିଓ ବିଷୟ ରେ ଜାଣିବା ଯାହା କି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି । ତାହେଲେ ଆସନ୍ତୁ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ଅନିଶା ଶର୍ମା ଙ୍କୁ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଅନିଶା ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇଛନ୍ତି ।

ତେବେ ଅନିଶା ଶୁ-ଟି-ଙ୍ଗ ସେଟ ରୁ ସୁଭାସିସ ଙ୍କୁ ଭଲ ପାଇ ବିବାହ କରିଥିଲେ ଓ ବର୍ତ୍ତମାନ ସମୟ ରେ ସୁଭାସିସ ଓ ଅନିଶା ବାପା ମା ହୋଇଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ଓ ଯାହାର ନାମ ଭିୟୋନା ଶର୍ମା ରହିଛି । ତେବେ ବର୍ତ୍ତମାନ ସମୟ ରେ ଅନିଶା ତାଙ୍କ ଝିଅ ଭିୟୋନା ଙ୍କୁ ଧରି ନାଚୁଥିବାର ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *