Breaking News

ମା ଙ୍କ ମୃତ୍ୟୁ ପୂର୍ବରୁ ଓଡିଆ କମେଡିଆନ Guddu କିପରି ତାଙ୍କ ମା ଙ୍କ ସହ କିପରି ସମୟ କାଟୁଥିଲେ ଦେଖିଲେ ଆଖିରୁ ଲୁହ ଝରିଯିବ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ କମିଡିଆନ ଗୁଡୁ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ଏହି ହାସ୍ୟ ଅଭିନେତା ଜଣକ ନିଜ ଜବରଦସ୍ତ କମିଡି ପାଇଁ ଆଜି ସେ ବେସ ଲୋକ ପ୍ରିୟ ହୋଇପାରିଛି । ହଁ ଖାଲି ସେତିକି ନୁହେଁ ସେ ତାଙ୍କ ଜବରଦସ୍ତ ଅଭିନୟ ଓଡିଆ ଇଣ୍ଡଷ୍ଟ୍ରି ରେ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘରେ ଘରେ ପରିଚିତ । ତେବେ ସେ ଚଳଚିତ୍ର ରେ କାମ କରିବା ସହିତ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି ।

ତେବେ ଗୁଡୁ ଙ୍କ ପିଲା ଦିନ ରୁ ଅଭିନୟ ପାଇଁ ବହୁତ ଇଚ୍ଛୁକ ଥିଲେ ଓ ସେଥିପାଇଁ ସେ ତାଙ୍କ ପିଲା ଦିନ ରୁ ବହୁ କାର୍ଯ୍ୟ ରେ ଅଭିନୟ କରିଥିଲେ , ତେବେ ଗୁଡୁ ଙ୍କୁ ଆପଣ ମାନେ ବହୁସାରା ରିଆଲିଟି ସୋ ରେ ନିଶ୍ଚୟ ଅଭିନୟ କରିଥିବାର ଦେଖିଥିବେ । ତେବେ ଗୁଡୁ ଙ୍କ ସମସ୍ତ ଫିଲ୍ମ କୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥାନ୍ତି , ତେବେ ଆମେ ଯଦି ଗୁଡୁ ଙ୍କ ଚଳଚିତ୍ର ବିଷୟ ରେ କହିବା ସେ ପ୍ରାୟ ୫୦ ଉର୍ଦ୍ଧ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଛନ୍ତି ।


ତେବେ ସେଥି ମଧ୍ୟ ରୁ ତାଙ୍କ ସୁପର ହିଟ ଫିଲ୍ମ ଗୁଡିକ ହେଲା ବାଳୁଙ୍ଗା ଟୋକା , ଠୁକୁଳ,ମେଣ୍ଟାଲ, ଆଦି ବହୁତ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ଲୋକ ପ୍ରିୟ ହେବା ସହିତ ବହୁ ଆୱାର୍ଡ଼ ମଧ୍ୟ ପାଇ ସାରିଛନ୍ତି । ତେବେ ବର୍ତ୍ତମାନ ହସାଉ ଥିବା ଅଭିନେତା ଜଣକ ବହୁତ ଦୁଃଖ ରେ ଭାଙ୍ଗି ପଡିଛନ୍ତି କାରଣ ଏକ ଟ୍ରେନ ଦୁର୍ଘଟଣା ରେ ଗୁଡୁ ଙ୍କ ମା ମୃତ୍ୟୁ ବରଣ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *