Breaking News

ମୋଦୀ ସରକାରଙ୍କ ବଡ ନିଷ୍ପତି ଅପଲାଇନରେ ଆଉ ମିଳିବ ନାହିଁ ନୂଆ ସିମ କାର୍ଡ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ମୋବାଇଲ ସିମ କୁ ନେଇ , ହଁ ବନ୍ଧୁ ଜାଲ ସିମ କୁ ଦ୍ରୁଷ୍ଟି ରେ ରଖି ମୋଦୀ ସରକାର ଆଣିଛନ୍ତି ଏହି ନୂଆ ନିୟମ । ତେବେ ଏହି ନିୟମ ଅନୁଯାୟୀ ବର୍ତ୍ତମାନ ଆଉ ମିଳିବନି ନୂଆ ସିମ କାର୍ଡ । ତେବେ ଗ୍ରାହକ ଯେଉଁ ଭଳି ଭାବେ ଠକାମି ଶିକାର ହେଉଛନ୍ତି ତାକୁ ଦ୍ରୁଷ୍ଟି ରେ ରଖି ଲାଗୁହେବ ନ୍ୟୂ ଇଂସୁରାନ୍ସ ସିମ ରୁଲ , ତେବେ ନୂଆ ସିମ କାର୍ଡ ବ୍ଯବହକାରୀ ମାନେ ଏହି ନୂଆ ସିମ ର ରୁଲ କୁ ମାନିବାକୁ ପଡିବ ।


ତେବେ ଏହି ଡିଜିଟାଲ ଦୁନିଆ ରେ ଡିଜିଟାଲ ନିୟମ , ତେବେ ଏଣିକି ଆଉ ଫିଜିକାଲ ଫର୍ମ ଓ ଅଫଲାଇନ ଫର୍ମ ଆଉ ଭରିବାକୁ ହେବନି କାରଣ ବର୍ତ୍ତମାନ ଠାରୁ ଆପଣ ମାନେ ଡିଜିଟାଲ ଫର୍ମ ପୂରଣ କରି ସିମ ପାଇ ପାରିବେ । ତେବେ କେନ୍ଦ୍ର କ୍ଯାବିନେଟ ଏହା କୁ ମମଜୁରି ପ୍ରଦାନ କରିଛନ୍ତି ଓ ସେଥିପାଇଁ ମଧ୍ୟ କେଉଆଇସି ଫର୍ମ ର ରୁଲ ମଧ୍ୟ ବଦଳ ଯାଇଛି । ତେବେ ଟେଲିକମ କମ୍ପାନୀ କହିବାନୁଯାୟୀ ଏଣିକି ନୂଆ ସିମ କାର୍ଡ ନେବା କୁ ହେଲେ ଡିଜିଟାଲ କେଉଆଇସି ଫର୍ମ ପୂରଣ କରିବାକୁ ପଡିବ ଓ ଅନ୍ୟ କିଛି ଫର୍ମ ଆଉ ପୂରଣ କରିବାକୁ ପଡିବନୀ ।

ତେବେ ଟେଲିକମ ଆପ ବା ୱେବ୍ସାଇଟ ରେ ଆପଣ ମାନେ ଫର୍ମ ପୂରଣ କରି ପାରିବେ ସେଥିପାଇଁ ଆପଣ ଙ୍କୁ ମାତ୍ର 1 ଟଙ୍କା ଦେବାକୁ ପଡିବ । ତେବେ ଜାଣନ୍ତୁ କେମିତି ଫର୍ମ ପୂରଣ କରିବେ

ପ୍ରଥମେ ସିମ ପ୍ରୋଭାଇଡ଼ର ଆପ କୁ ଡାଉନଲୋଡ କରନ୍ତୁ , ଏହାପରେ ନିଜ ନମ୍ବର ରେଜିଷ୍ଟର କରାନ୍ତୁ ଓ ପରବର୍ତ୍ତୀ ସମୟ ରେ ଆପଣ ଙ୍କୁ ପାଖ କୁ ୱାନ ଟାଇମ ପାସୱାର୍ଡ ଆସିବ , ଓ ଏହା ଆସିବା ପରେ ଆପଣ ମାନେ ଲଗ ଇନ କରି ପାରିବେ । ତେବେ ସେସ ରେ ନିଜର କେଉଆଇସି ଫର୍ମ ପୂରଣ କରନ୍ତୁ । ତେବେ ଭାରତୀୟ କଣ୍ଟାକ୍ତ ଲ ୧୮୭୨ ଅଧିନସ୍ଥ ଏହି ନିୟମ ୧୮ ବର୍ଷ ରୁ ଅଧିକ ବୟସ ର ଲୋକ ମାନ ଙ୍କ ପାଇଁ ଲାଗୁ କରାଯାଇଛି । ତେବେ ଭାରତ ରେ ଜଣେ ଗ୍ରାହାମ ୧୨ ଟି ସିମ କିଣି ପାରିବ ଓ ଏହାରି ମଧ୍ୟ ରୁ ୯ ଟି ସିମ କାଳ ବ୍ୟବହାର କରି ପାରିବେ ॥

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *